‘ଜୱାଦ’ ପ୍ରଭାବରେ ଅଢ଼େଇ କିମି ପର୍ଯ୍ୟନ୍ତ ମାଡ଼ି ଆସିବ ଜୁଆର: ଆଇଏମଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟା ‘ଜୱାଦ’ ଘଣ୍ଟା ପ୍ରତି ୨୦କିମି ବେଗରେ ଏବେ ଓଡ଼ିଶା ଉପକୂଳ ଆଡ଼େ ମୁହାଁଇଛି। ଏହାର ପ୍ରଭାବରେ ରାଜ୍ୟର ୬ଟି ଜିଲ୍ଲାରେ ଜୁଆର ପାଣି ପ୍ରାୟ ଅଢ଼େଇ କିମି ପର୍ଯ୍ୟନ୍ତ ଜନବସତି ଅଂଚଳକୁ ମାଡ଼ି ଆସିବାର ଆଶଙ୍କା ରହିଛି । ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ ଏହି ସୂଚନା ଦିଆଯାଇଛି। ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ସୂଚନା ଅନୁସାରେ, ବାତ୍ୟା ଜୱାଦର ପ୍ରଭାବରେ କେନ୍ଦ୍ରାପଡ଼ା, ଭଦ୍ରକ, […]

cyclone

cyclone

Ordigital Desk
  • Published: Friday, 03 December 2021
  • Updated: 03 December 2021, 10:40 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟା ‘ଜୱାଦ’ ଘଣ୍ଟା ପ୍ରତି ୨୦କିମି ବେଗରେ ଏବେ ଓଡ଼ିଶା ଉପକୂଳ ଆଡ଼େ ମୁହାଁଇଛି। ଏହାର ପ୍ରଭାବରେ ରାଜ୍ୟର ୬ଟି ଜିଲ୍ଲାରେ ଜୁଆର ପାଣି ପ୍ରାୟ ଅଢ଼େଇ କିମି ପର୍ଯ୍ୟନ୍ତ ଜନବସତି ଅଂଚଳକୁ ମାଡ଼ି ଆସିବାର ଆଶଙ୍କା ରହିଛି । ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ସୂଚନା ଅନୁସାରେ, ବାତ୍ୟା ଜୱାଦର ପ୍ରଭାବରେ କେନ୍ଦ୍ରାପଡ଼ା, ଭଦ୍ରକ, ଜଗତସିଂହପୁର, ପୁରୀ, ବାଲେଶ୍ୱର, ଗଞ୍ଜାମ ଜିଲ୍ଲାରେ ଜୁଆର ମାଡ଼ି ଆସିବାର ଆଶଙ୍କା ରହିଛି । ପାଣିପାଗ ବିଭାଗର ତଥ୍ୟ ଅନୁସାରେ କେନ୍ଦ୍ରାପଡ଼ାର ଟିକାୟତ ନଗରଠାରେ ପ୍ରାୟ ଅଢ଼େଇ ଫୁଟ ଉଚ୍ଚର ଜୁଆର ଉଠି ପ୍ରାୟ ୨.୬୪ କିମି ପର୍ଯ୍ୟନ୍ତ ମାଡ଼ି ଆସିବ । ସେହିପରି ଜଗତସିଂହପୁର ଜିଲ୍ଲାର ମୂଷାଡ଼ିଆଁଠାରେ ପ୍ରାୟ ୨ଫୁଟ୍ ଉଚ୍ଚର ଜୁଆର ଉଠିବ ଓ ଏହା ୨.୩୭କିମି ଭିତରକୁ ମାଡ଼ିଆସିବାର ଆଶଙ୍କା ରହିଛି ।

ସେହିପରି ପୁରୀର ଛୁରିଆନାଠାରେ ପ୍ରାୟ ୨ ଫୁଟ ଉଚ୍ଚ ଜୁଆର ଉଠିବ ଓ ୧.୦୩କିମି ଭିତରକୁ ଜୁଆର ମାଡ଼ି ଆସିବାର ସମ୍ଭାବନା ଅଛି । ଭଦ୍ରକର ମୋହନପୁରଠାରେ ୨ଫୁଟ ପର୍ଯ୍ୟନ୍ତର ଜୁଆର ଆସି ପ୍ରାୟ ୬୪୦ମିଟର ଭିତରକୁ ପାଣି ମାଡ଼ିଆସିବ । ସେହିପରି ବାଲେଶ୍ୱରର ଶ୍ରୀକୋଣାଠାରେ ଦେଢ଼ଫୁଟ ଉଚ୍ଚର ଜୁଆର ଉଠିବ ଓ ପ୍ରାୟ ୭୮୦ମିଟର ପର୍ଯ୍ୟନ୍ତ ପାଣି ମାଡ଼ିଆସିବ । ସେହିପରି ଛତ୍ରପୁରର ପ୍ରୟାଗୀ ଓ ବ୍ରହ୍ମପୁରର ଗୋଳାବନ୍ଧଠାରେ ଜୁଆଉ ଉଠି ସ୍ଥଳଭାଗକୁ ମାଡ଼ି ଆସିବାର ଆଶଙ୍କା ରହିଛି । ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସୂଚନାରୁ ଏହା ଜଣାପଡ଼ିଛି । ଓଡ଼ିଶାର ସମସ୍ତ ବନ୍ଦରରେ ୪ ନମ୍ବର ବିପଦ ସଙ୍କେତ ଜାରି ହୋଇଛି ।

ବାତ୍ୟା ‘ଜୱାଦ’ ଗତ ୬ଘଣ୍ଟା ଧରି ଘଣ୍ଟାପ୍ରତି ୨୦କିମି ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି । ଏହା ଆଜି ସନ୍ଧ୍ୟା ୫ଟା ସୁଦ୍ଧା ବିଶାଖାପାଟଣାର ଦକ୍ଷିଣ-ଦକ୍ଷିଣପୂର୍ବର ୩୦୦କିମି ଦୂର, ଗୋପାଳପୁରର ଦକ୍ଷିଣରେ ୪୨୦କିମି ଦୂର,ପୁରୀ ଓ ପାରାଦୀପର ଦକ୍ଷିଣ-ଦକ୍ଷିଣପଶ୍ଚିମରେ ଯଥାକ୍ରମେ ୪୮୦କିମି ଓ ୫୬୦କିମି ଦୂରରେ ରହିଛି । ଏହା ଅଧିକ ବଳ ଯୋଗାଡ଼ କରି ଆସନ୍ତାକାଲି ସକାଳ ସୁଦ୍ଧା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଛୁଇଁବ । ଯାହାକି ଉତ୍ତର-ଉତ୍ତରପଶ୍ଚିମ ଦିଗରେ ରିକର୍ଭ କରି ପୁରୀ ନିକଟରେ ୫ତାରିଖ ଅପରାହ୍ନରେ ପହଂଚିବ । ଉପକୂଳ ଦେଇ ଏହା ଉତ୍ତର-ଉତ୍ତରପୂର୍ବ ଦିଗରେ ପଶ୍ଚିମବଙ୍ଗ ଉପକୂଳକୁ ମୁହାଁଇବ ବୋଲି ଆଇଏମଡି ପୂର୍ବାନୁମାନ କରିଛି ।
ବାତ୍ୟା ଯୋଗୁ ସମୁଦ୍ର ଅଶାନ୍ତ ରହୁଥିବାବେଳେ ଅମାବାସ୍ୟାର ପ୍ରଭାବ ମଧ୍ୟ ଏହି ଜୁଆର ଉପରେ ପଡ଼ିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story