‘ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ୧୭୫ ୟୁନିଟ୍‌ ରେଡି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସମ୍ଭାବ୍ୟ ବାତ୍ୟାରେ ଜିରୋ କାଜୁଆଲିଟିକୁ ଗୁରୁତ୍ୱ ଦେଉଛୁ। ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶ ଅନୁସାରେ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ୧୭୫ ୟୁନିଟ୍ ପ୍ରସ୍ତୁତ ଅଛନ୍ତି । ବାତ୍ୟାର ଗତିପଥ ତଥା କେଉଁଠି ଲ୍ୟାଣ୍ଡଫଲ୍‌ କରିବ ଜଣାପଡ଼ିଲେ ସେମାନଙ୍କୁ ତୁରନ୍ତ ଗନ୍ତବ୍ୟ ସ୍ଥଳ ଅଭିମୁଖେ ପଠାଯିବ  ବୋଲି କହିଛନ୍ତି ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟୟ । ଆଣ୍ଡାମାନ ସାଗରରେ ଆଜି ସ୍ପଷ୍ଟ […]

press meet

press meet

Niharika Rout
  • Published: Saturday, 07 May 2022
  • Updated: 07 May 2022, 02:32 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସମ୍ଭାବ୍ୟ ବାତ୍ୟାରେ ଜିରୋ କାଜୁଆଲିଟିକୁ ଗୁରୁତ୍ୱ ଦେଉଛୁ। ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶ ଅନୁସାରେ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ୧୭୫ ୟୁନିଟ୍ ପ୍ରସ୍ତୁତ ଅଛନ୍ତି । ବାତ୍ୟାର ଗତିପଥ ତଥା କେଉଁଠି ଲ୍ୟାଣ୍ଡଫଲ୍‌ କରିବ ଜଣାପଡ଼ିଲେ ସେମାନଙ୍କୁ ତୁରନ୍ତ ଗନ୍ତବ୍ୟ ସ୍ଥଳ ଅଭିମୁଖେ ପଠାଯିବ  ବୋଲି କହିଛନ୍ତି ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟୟ ।

ଆଣ୍ଡାମାନ ସାଗରରେ ଆଜି ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଥିବା ଲଘୁଚାପ କ୍ରମଶଃ ଉତ୍ତର ପଶ୍ଚିମକୁ ଗତି କରି  ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହି ବାତ୍ୟା କ୍ରମଶଃ ଉତ୍ତର-ପଶ୍ଚିମ ଦିଗରେ ଗତି କରି ମେ ୧୦ ତାରିଖ ସୁଦ୍ଧା ଆନ୍ଧ୍ର-ଓଡ଼ିଶା ଉପକୂଳ ଛୁଇଁବା ସମ୍ଭାବନା ରହିଛି। ସମ୍ଭାବ୍ୟ ବାତ୍ୟାକୁ ଆଖି ଆଗରେ ରଖି  ଅଗ୍ନିଶମ ବିଭାଗ ପକ୍ଷରୁ ସବୁ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ତଳିଆ ଅଞ୍ଚଳରୁ ଜଳ ନିଷ୍କାସନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱରରେ ୧୮ଟି ସ୍ଥାନରେ ଟିମ୍ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି  ବୋଲି କହିଛନ୍ତି ଅଗ୍ନିଶମ ଡିଜି ।

ଏଥିସହ ସେ କହିଛନ୍ତି, ଏସ୍ଆରସିଙ୍କ ନିର୍ଦ୍ଦେଶ ଅନୁସାରେ ସବୁଠି ବାତ୍ୟା ଆଶ୍ରୟ ସ୍ଥଳୀକୁ ଅଗ୍ନିଶମ କର୍ମଚାରୀ ଯାଞ୍ଚ କରି ସାରିଛନ୍ତି। ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ଥିବା ୧୭୫ ୟୁନିଟ ବିଭିନ୍ନ ଜିଲ୍ଲାକୁ ପଠାଯିବ । ସେମାନେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ନିର୍ଦ୍ଦେଶାନୁଯାୟୀ କାମ କରିବେ। ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହେଲେ ୧୧୨ ନମ୍ବରରେ  କଲ୍‌ କରିହେବ । ଫଳରେ ତୁରନ୍ତ ସେମାନଙ୍କୁ ସେବା ଯୋଗାଇ ହେବ । ଅଗ୍ନିଶମ ବିଭାଗ ପକ୍ଷରୁ ଏହି  ସେବା ୨୪ ଘଣ୍ଟା ଉପଲବ୍ଧ ହେବା।

ଓଡ଼ିଶା ସରକାରଙ୍କ ତରଫରୁ ଅଗ୍ନିଶମ ବିଭାଗକୁ ବେଶ୍‌ କ୍ରିୟାଶୀଳ କରାଯାଇଛି। ବିପର୍ଯ୍ୟୟ ପରିଚାଳନା ନିମନ୍ତେ ଆନ୍ତର୍ଜାତୀୟ ସ୍ତରରେ ବ୍ୟବହୃତ ହେଉଥିବା ସରଞ୍ଜାମ ଆଣିବାକୁ ପ୍ରସ୍ତୁତି ଚାଲିଛି ବୋଲି କହିଛନ୍ତି ।

https://youtu.be/H32kFqm4nqc

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story