ଡିପ୍‌ ଡିପ୍ରେସନ୍‌ରେ ପରିଣତ ହେଲା ‘ଡାଏ’: ୨୪ ଘଣ୍ଟା ପର୍ଯ୍ୟନ୍ତ ବର୍ଷା

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ‘ଡାଏ’ ଡିପ୍‌ ଡିପ୍ରେସନରେ ପରିଣତ ହୋଇଛି। ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତିକରି ଏହି ଝଡ଼ ଏବେ ଦକ୍ଷିଣ ଓଡ଼ିଶାର ଟିଟିଲାଗଡ଼ଠାରୁ ୬୫ କିଲେମିଟର ପୂର୍ବ-ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇଛି। ଏହାର ପ୍ରଭାବରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ଲାଗି ରହିଛି। ଘଣ୍ଟାକୁ ୨୬ କିଲୋମିଟର ବେଗରେ ଏହି ସାମୁଦ୍ରିକ ଝଡ଼ ଗତି କରୁଛି। ଧୀରେ ଧୀରେ ଏହି ଝଡ଼ ଛତିଶଗଡ଼ ମୁହାଁଇବ। ଆସନ୍ତା […]

flood

flood

Jitendra Garnayak
  • Published: Friday, 21 September 2018
  • Updated: 21 September 2018, 06:36 AM IST

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ‘ଡାଏ’ ଡିପ୍‌ ଡିପ୍ରେସନରେ ପରିଣତ ହୋଇଛି। ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତିକରି ଏହି ଝଡ଼ ଏବେ ଦକ୍ଷିଣ ଓଡ଼ିଶାର ଟିଟିଲାଗଡ଼ଠାରୁ ୬୫ କିଲେମିଟର ପୂର୍ବ-ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇଛି।

ଏହାର ପ୍ରଭାବରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ଲାଗି ରହିଛି। ଘଣ୍ଟାକୁ ୨୬ କିଲୋମିଟର ବେଗରେ ଏହି ସାମୁଦ୍ରିକ ଝଡ଼ ଗତି କରୁଛି।

[caption id="attachment_278342" align="aligncenter" width="750"]rain ମୟୂରଭଞ୍ଜର ଉଦଳା ଅଞ୍ଚଳରେ ଏକ ରାସ୍ତାରେ ପାଣି[/caption]

ଧୀରେ ଧୀରେ ଏହି ଝଡ଼ ଛତିଶଗଡ଼ ମୁହାଁଇବ। ଆସନ୍ତା ୧୨ ଘଣ୍ଟାରେ ଏହା ଦୁର୍ବଳ ହେବ। ୨୪ ଘଣ୍ଟା ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷା ଲାଗି ରହିବ। ଆସନ୍ତାକାଲି ସକାଳ ସୁଦ୍ଧା ରାଜ୍ୟରେ ବର୍ଷା ପରିମାଣ କମିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ଗତକାଲି ବିଳମ୍ବିତ ରାତିରେ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଦେଇ ଏହି ସାମୁଦ୍ରିକ ଝଡ ସ୍ଥଳ ଭାଗ ଅତିକ୍ରମ କରିଥିଲା। ସ୍ଥଳଭାଗ ଅତିକ୍ରମ କରିବା ପରେ ଏହି ସାମୁଦ୍ରିକ ଝଡ଼ ଧୀରେ ଧୀରେ ଦୁର୍ବଳ ହେଉଛି।

[caption id="attachment_278343" align="aligncenter" width="750"]malkangiri ମାଲକାନଗିରି ଜିଲ୍ଲାର ଏକ ଗାଁର ଅବସ୍ଥା[/caption]

ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ପ୍ରଭାବିତ ଜିଲ୍ଲାରେ ଏନଡିଆରଏଫ୍‌ ଓ ଓଡ୍ରାଫ ଟିମ୍‌ ମୁତୟନ କରାଯାଇଛି। କଳାହାଣ୍ଡି, ରାୟଗଡ଼ା, ଗଜପତି, ପୁରୀ, ନୟାଗଡ଼ ଓ କନ୍ଧମାଳ ଜିଲ୍ଲା ପାଇଁ ଗୋଟିଏ ଏନଡିଆରଏଫ୍‌ ଟିମ୍‌କୁ ସଜାଗ ରଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story