ଧଳସାମନ୍ତ ଭ୍ରାତାଙ୍କ ସହଯୋଗୀ ସମେତ ୩ ଗିରଫ

<p>କଟକ: କୁଖ୍ୟାତ ଅପରାଧି ଧଳସାମନ୍ତ ବ୍ରଦର୍ସଙ୍କ ପ୍ରମୁଖ ସହଯୋଗୀ ଲଲନ ଗୁପ୍ତା ଗିରଫ ହୋଇଛି। ମର୍କତନଗର ଥାନା ପୋଲିସ ଲଲନ ସହ ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ଗିରଫ କରିଛି।&nbsp; ଅନ୍ୟ ଗିରଫ ଦୁଇ ବ୍ୟକ୍ତି ହେଲେ ବିରଞ୍ଚି ନାୟକ ଓ ଚନ୍ଦନ ବେହେରା।&nbsp; ସେମାନଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ, ଦୁଇଟି ଗୁଳି ସହ ଗୋଟିଏ ମୋଟର ସାଇକେଲ ଜବତ ହୋଇଛି।</p> <p>ଲଲନ ପୂର୍ବରୁ ଧଳସାମନ୍ତ ବ୍ରଦର୍ସ ମାମଲାରେ ଗିରଫ ହୋଇ ଜାମିନରେ ଆସିଥିଲା। ଧଳସାମନ୍ତ ଭାଇଙ୍କ ଅପରାଧିକ କାରବାରରେ ଏମାନେ ମୋଷ୍ଟ ୱାଣ୍ଟେଡ ଥିଲେ ବୋଲି ଜଣାପଡ଼ିଛି।&nbsp; ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା କଟକ ଡିସିପି ସୂଚନା ଦେଇଛନ୍ତି।</p>

Ordigital Desk
  • Published: Monday, 27 November 2017
  • Updated: 27 November 2017, 11:07 AM IST

Sports

Latest News

<p>କଟକ: କୁଖ୍ୟାତ ଅପରାଧି ଧଳସାମନ୍ତ ବ୍ରଦର୍ସଙ୍କ ପ୍ରମୁଖ ସହଯୋଗୀ ଲଲନ ଗୁପ୍ତା ଗିରଫ ହୋଇଛି। ମର୍କତନଗର ଥାନା ପୋଲିସ ଲଲନ ସହ ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ଗିରଫ କରିଛି।&nbsp; ଅନ୍ୟ ଗିରଫ ଦୁଇ ବ୍ୟକ୍ତି ହେଲେ ବିରଞ୍ଚି ନାୟକ ଓ ଚନ୍ଦନ ବେହେରା।&nbsp; ସେମାନଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ, ଦୁଇଟି ଗୁଳି ସହ ଗୋଟିଏ ମୋଟର ସାଇକେଲ ଜବତ ହୋଇଛି।</p><p>ଲଲନ ପୂର୍ବରୁ ଧଳସାମନ୍ତ ବ୍ରଦର୍ସ ମାମଲାରେ ଗିରଫ ହୋଇ ଜାମିନରେ ଆସିଥିଲା। ଧଳସାମନ୍ତ ଭାଇଙ୍କ ଅପରାଧିକ କାରବାରରେ ଏମାନେ ମୋଷ୍ଟ ୱାଣ୍ଟେଡ ଥିଲେ ବୋଲି ଜଣାପଡ଼ିଛି।&nbsp; ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା କଟକ ଡିସିପି ସୂଚନା ଦେଇଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos