ଟେନସନ୍‌ ବଢ଼ାଉଛି ପାରିବାରିକ କଳହ, ରାଜ୍ୟରେ ଦିନକୁ ୧୫ ଆତ୍ମହତ୍ୟା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ବଢ଼ିଛି ଆତ୍ମହତ୍ୟାଜନିତ ମାମଲା। ଦିନକୁ ୧୫ ଜଣ ଜୀବନ ହାରୁଛନ୍ତି।  ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋର ୨୦୨୧ ରିପୋର୍ଟରେ ରହିଛି ଏପରି ସାଂଘାତକି ତଥ୍ୟ। ଗତବର୍ଷ ରାଜ୍ୟରେ ୫,୬୫୧ ଜଣ ଆତ୍ମହତ୍ୟା କରିଥିଲେ।  ସେମାନଙ୍କ ମଧ୍ୟରେ ପୁରୁଷଙ୍କ ସଂଖ୍ୟା ୪, ୪୧୨ ଓ ମହିଳାଙ୍କ ସଂଖ୍ୟା ୧୨୩୯ ରହିଛି । ପାରିବାରିକ ସମସ୍ୟାରୁ ଆତ୍ମହତ୍ୟା ଭଳି ଘଟଣା ବୃଦ୍ଧି ପାଉଥିବା ଜଣାପଡିଛି । ପାରିବାରିକ […]

suicide

suicide

Niharika Rout
  • Published: Tuesday, 30 August 2022
  • Updated: 30 August 2022, 05:06 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ବଢ଼ିଛି ଆତ୍ମହତ୍ୟାଜନିତ ମାମଲା। ଦିନକୁ ୧୫ ଜଣ ଜୀବନ ହାରୁଛନ୍ତି।  ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋର ୨୦୨୧ ରିପୋର୍ଟରେ ରହିଛି ଏପରି ସାଂଘାତକି ତଥ୍ୟ।

ଗତବର୍ଷ ରାଜ୍ୟରେ ୫,୬୫୧ ଜଣ ଆତ୍ମହତ୍ୟା କରିଥିଲେ।  ସେମାନଙ୍କ ମଧ୍ୟରେ ପୁରୁଷଙ୍କ ସଂଖ୍ୟା ୪, ୪୧୨ ଓ ମହିଳାଙ୍କ ସଂଖ୍ୟା ୧୨୩୯ ରହିଛି । ପାରିବାରିକ ସମସ୍ୟାରୁ ଆତ୍ମହତ୍ୟା ଭଳି ଘଟଣା ବୃଦ୍ଧି ପାଉଥିବା ଜଣାପଡିଛି ।

ପାରିବାରିକ ସମସ୍ୟାରୁ ରାଜ୍ୟରେ ୪୦୩୩ ଜଣ ଆତ୍ମହତ୍ୟା କରିଛନ୍ତି । ସେଥିମଧ୍ୟରୁ ୧୩୪ ବିବାହଜନିତ ହୋଇଥିବାବେଳେ ୧୩୨ ଆତ୍ମହତ୍ୟା ପ୍ରେମଜନିତ ହୋଇଥିଲା ।

ରାଜ୍ୟରେ ସମୁଦାୟ ଆତ୍ମହତ୍ୟାଜନିତ ଘଟଣା ମଧ୍ୟରୁ ୮୩୪ ଜଣ ଛାତ୍ରଛାତ୍ରୀ । ଅର୍ଥାତ ଏହା ସମୁଦାୟ ଆତ୍ମହତ୍ୟାଜନିତ ସଂଖ୍ୟାର ୧୪% । ଛାତ୍ରଙ୍କ ସଂଖ୍ୟା ୬୯୭ ରହିଥିବାବେଳେ ୧୩୭ ଛାତ୍ରୀ ବିଭିନ୍ନ କାରଣରୁ ନିଜ ଜୀବନ ହାରିଛନ୍ତି।

୨୦୨୦ ତୁଳନାରେ ରାଜ୍ୟରେ ଆତ୍ମହତ୍ୟାଜନିତ ସଂଖ୍ୟା ୧.୯ %ବୃଦ୍ଧି ପାଇଛି । ଗତବର୍ଷ ୩୦୨ ଜଣ ଦିନ ମଜୁରିଆ ଆତ୍ମହତ୍ୟା କରିଛନ୍ତି । ୨୩୨୨ ଜଣ ବିଷ ପିଇ ଜୀବନ ହାରିଛନ୍ତି । ୨୭୫୩ ଜଣ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story