ବୁଲେଇ ବଙ୍କେଇ ପାଣ୍ଡିଆନଙ୍କୁ ଆକ୍ଷେପ କଲେ ଦାମ: ସମର୍ଥନକାରୀ ବାବୁଙ୍କୁ ପଚାରିଲେ ଏମିତି ପ୍ରଶ୍ନ
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନଙ୍କ ଘରକୁ ଗୋବର ମାଡ଼ ଓ ପ୍ରତିବାଦ ପ୍ରସଙ୍ଗକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ବିଭିନ୍ନ ସଂଗଠନ ଏପରି ଗୋବର ମାଡ଼କୁ ପ୍ରତିବାଦ କରୁଛନ୍ତି। ତେବେ ଏହାକୁ ନେଇ ବିଜେଡି ତୁଣ୍ଡ କୁହାଯାଉଥିବା ବରିଷ୍ଠ ନେତା ଦାମୋଦର ରାଉତ ଚିରାଚରିତ ଢଙ୍ଗରେ ବାଣ ମାରିଛନ୍ତି। ଏହି ପ୍ରସଙ୍ଗରେ ବୁଲେଇ ବଙ୍କେଇ ପାଣ୍ଡିଆନଙ୍କୁ ଆକ୍ଷେପ କରିଛନ୍ତି ଦାମ। ଏକ ସ୍ତମ୍ଭ ଜରିଆରେ ଦାମ ପ୍ରଶାସକଙ୍କୁ ସମାଲୋଚନା ସହ ଆତ୍ମସମୀକ୍ଷା ପାଇଁ କହିଛନ୍ତି। ଏହାସହ କିଛି ପ୍ରଶ୍ନ ଉଠାଇଛନ୍ତି।
ପ୍ରତିବାଦକୁ ଓହ୍ଲାଇଥିବା ଅଧିକାରୀମାନେ ଲୋକଙ୍କ ପ୍ରତି କର୍ତ୍ତବ୍ୟର ଆତ୍ମସମୀକ୍ଷା କରିଛନ୍ତି କି ବୋଲି  ମଧ୍ୟ ଦାମ ପ୍ରଶ୍ନ କରିଛନ୍ତି। ଶାସକଙ୍କୁ ପରାମର୍ଶ ଦେବା, ସେମାନଙ୍କ ଆଦେଶ ପାଳିବା ପ୍ରଶାସକଙ୍କ କର୍ତ୍ତବ୍ୟ। କିନ୍ତୁ ଅନେକ କ୍ଷେତ୍ରରେ ପ୍ରଶାସକମାନେ ମନ୍ତ୍ରୀଙ୍କ ମତ ଅଣଦେଖା କରୁଛନ୍ତି। ପ୍ରଶାସକଙ୍କ ଏକଚାଟିଆ କାମ ଯୋଗୁଁ ଦେଶର ପ୍ରଗତି ନିମ୍ନାଭିମୁଖୀ। କୌଣସି ସଭ୍ୟଙ୍କୁ ଅସୌଜନ୍ୟ ବ୍ୟବହାର ହେଲେ ସଂଘ ପ୍ରତିବାଦ କରୁଥିବା ବେଳେ, ପ୍ରତିବାଦ ପୂର୍ବରୁ ତାଙ୍କ କାର୍ଯ୍ୟ, ଆଚରଣ ପ୍ରତି ଚିନ୍ତା କରିବା ଜରୁରୀ ବୋଲି ଦାମ ପରାମର୍ଶ ଦେଇଛନ୍ତି।
https://www.youtube.com/watch?v=3Px2jgJUn5w
Ordigital Desk
• Published: Friday, 16 February 2018
• Updated: 16 February 2018, 09:53 PM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos