ବିଜେପିର ଗୋବରମାଡ଼ ଓ ପାଣ୍ଡିଆନଙ୍କୁ ନେଇ ଦାମ ଦେଲେ ଏମିତି ମନ୍ତବ୍ୟ

Ordigital Desk
  • Published: Sunday, 11 February 2018
  • , Updated: 11 February 2018, 01:33 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କ ଘର ଉପରକୁ ଗତକାଲି ବିଜେପି କର୍ମୀମାନେ ଗୋବର ଫିଙ୍ଗି ଥିଲେ। ଏହାକୁ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ସମାଲୋଚନା କରିଛନ୍ତି। କ୍ଷମତା ପାଗଳ ହୋଇ ବିଜେପି ଏଭଳି କରୁଛି ବୋଲି ସେ କହିଛନ୍ତି। ଏହା ସହିତ ପାଣ୍ଡିଆନଙ୍କୁ ତାଙ୍କ ପଦବୀରୁ ଅପସାରଣ କରି ଦେଲେ କ&rsquo;ଣ କ୍ଷତି ହେବ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି। ସେ ଏହି ପ୍ରସଙ୍ଗରେ କ&rsquo;ଣ କହିଛନ୍ତି ଏହି ଭିଡିଓରେ ଶୁଣନ୍ତୁ।</p>

Related story