ଧରାପଡ଼ିବ କି ଟିଟୋର ପଲିଟିକାଲ୍‌ ଲିଙ୍କ୍‌? ବାପୁ ଗିରଫ ହେବା ପରେ ଦାମ କହିଲେ ଏମିତି କଥା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଧୀରେ ଧୀରେ ଗ୍ୟାଙ୍ଗଷ୍ଟର ଟିଟୋ ସହ ରାଜନେତା ଓ ଅଫିସରଙ୍କ ଲିଙ୍କର ଗୁମର ଖୋଲୁଛି। ଏପଟେ କୁଖ୍ୟାତ ଅପରାଧୀ ବାପୁ ପରିଡ଼ାକୁ କ୍ରାଇମବ୍ରାଞ୍ଚ ଏସ୍‌ଟିଫ୍ ଗିରଫ କରିବା ପରେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ। ହତ୍ୟା ଧମକ ସହ ଦାଦାବଟି ଆଦାୟ ଅଭିଯୋଗରେ ଗିରଫ ହୋଇଥିବା ବାପୁ ପାରାଦୀପ ସ୍ଥିତ ନିରାକାର ଡମ୍ପର ଆସୋସିଏସନର ସମ୍ପାଦକ ଅଛନ୍ତି। ଟିଟୋର ଅନ୍ୟତମ ବଡ଼ ସହଯୋଗୀ ଥିବା ବାପୁ ବିରୋଧରେ ରହିଛି […]

Dama rout denies link between tito and bapu 1

Rakesh Mallick
  • Published: Saturday, 28 July 2018
  • Updated: 28 July 2018, 09:12 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଧୀରେ ଧୀରେ ଗ୍ୟାଙ୍ଗଷ୍ଟର ଟିଟୋ ସହ ରାଜନେତା ଓ ଅଫିସରଙ୍କ ଲିଙ୍କର ଗୁମର ଖୋଲୁଛି। ଏପଟେ କୁଖ୍ୟାତ ଅପରାଧୀ ବାପୁ ପରିଡ଼ାକୁ କ୍ରାଇମବ୍ରାଞ୍ଚ ଏସ୍‌ଟିଫ୍ ଗିରଫ କରିବା ପରେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ। ହତ୍ୟା ଧମକ ସହ ଦାଦାବଟି ଆଦାୟ ଅଭିଯୋଗରେ ଗିରଫ ହୋଇଥିବା ବାପୁ ପାରାଦୀପ ସ୍ଥିତ ନିରାକାର ଡମ୍ପର ଆସୋସିଏସନର ସମ୍ପାଦକ ଅଛନ୍ତି। ଟିଟୋର ଅନ୍ୟତମ ବଡ଼ ସହଯୋଗୀ ଥିବା ବାପୁ ବିରୋଧରେ ରହିଛି ୨୮ରୁ ଅଧିକ ସଙ୍ଗିନ ମାମଲା।

ବାପୁର ବିଜେଡି ଲିଙ୍କ୍ ମଧ୍ୟ ରହିଛି। ବେକରେ ବିଜେଡି ପତାକା ଲଗାଇ ଦଳର ହେଭିୱେଟ୍‌ ନେତା ଡା. ଦାମୋଦର ରାଉତଙ୍କ ସହ ବାପୁ ଥିବା ଫଟୋ ଦେଖିବାକୁ ମିଳିଛି।

ବିଜେଡିର ବରିଷ୍ଠ ନେତା ଡା. ରାଉତ କହିଛନ୍ତି,“ବାପୁ ପରିଡ଼ା ସହ ଟିଟୋର କୌଣସି ସମ୍ପର୍କ ନାହିଁ। ଟିଟୋକୁ ସେ କେବେ ଦେଖିନି। ଟିଟୋ ସହ ଘନିଷ୍ଠ ସମ୍ପର୍କ ଥିବା କିଛି ଲୁଟେରାଙ୍କ ବିରୋଧରେ ବାପୁର ସାକ୍ଷୀ ଦେବାର ଥିଲା। ସେଥିପାଇଁ ତାକୁ ଚକ୍ରାନ୍ତ କରି ସେମାନେ ଗିରଫ କରାଇଛନ୍ତି।”

ସେ ଆହୁରି କହିଛନ୍ତି-“ଟିଟୋକୁ ପାରାଦୀପରେ କିଏ କୋଠା କିଣାଇଦେଇ ଥିଲେ? ତାଙ୍କ ପିଲାଙ୍କୁ ବ୍ୟବହାର କରି ଟଙ୍କା ଆଦାୟ ସହ ମାରପିଟ୍ କରୁଥିଲେ? ସେ ଲୋକଙ୍କୁ ସମସ୍ତେ ଜାଣିଛନ୍ତି। ତାଙ୍କୁ ଡାକରା ହେଉନି କି ପଚରାଉଚରା କରାଯାଉନି। ଯିଏ ଅନ୍ୟାୟ କରିବେ, ସିଏ ଧରା ପଡ଼ିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story