ସାଂସଦ ଓ ମନ୍ତ୍ରୀଙ୍କ ଉପରେ ବର୍ଷିଲେ ଦାମ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଣି ବର୍ଷିଲେ ବରିଷ୍ଠ ବିଧାୟକ ଦାମୋଦର ରାଉତ। ଏଥର ବିଜେଡି ସାଂସଦ କୁଳମଣି ସାମଲ ଓ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଉପରେ ବର୍ଷିଛନ୍ତି। କୁଜଙ୍ଗରେ ପୁଲିସ୍ ଛାଉଣୀ ମଧ୍ୟରେ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ରାସନକାର୍ଡ ବଣ୍ଟନ କାର୍ଯ୍ୟକ୍ରମକୁ ସେ ସମାଲୋଚନା କରିଛନ୍ତି। ସେ କହିଥିଲେ,“ଏତେ ସଂଖ୍ୟାରେ ପୁଲିସ୍ ମୋ ପାଇଁ ଆସିଥିଲେ ନା ମନ୍ତ୍ରୀଙ୍କ ପାଇଁ ତାହା ମୁଁ ଜାଣି ନାହିଁ।” ଅନ୍ୟପକ୍ଷରେ ଶାନ୍ତିଶୃଙ୍ଖଳା ଲାଗି ପୁଲିସ୍ ନିଜ ତରଫରୁ ପଦକ୍ଷେପ ନେଇଥିବା […]

dama

dama

Jitendra Garnayak
  • Published: Sunday, 14 October 2018
  • Updated: 14 October 2018, 11:02 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଣି ବର୍ଷିଲେ ବରିଷ୍ଠ ବିଧାୟକ ଦାମୋଦର ରାଉତ। ଏଥର ବିଜେଡି ସାଂସଦ କୁଳମଣି ସାମଲ ଓ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଉପରେ ବର୍ଷିଛନ୍ତି।

କୁଜଙ୍ଗରେ ପୁଲିସ୍ ଛାଉଣୀ ମଧ୍ୟରେ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ରାସନକାର୍ଡ ବଣ୍ଟନ କାର୍ଯ୍ୟକ୍ରମକୁ ସେ ସମାଲୋଚନା କରିଛନ୍ତି।
ସେ କହିଥିଲେ,“ଏତେ ସଂଖ୍ୟାରେ ପୁଲିସ୍ ମୋ ପାଇଁ ଆସିଥିଲେ ନା ମନ୍ତ୍ରୀଙ୍କ ପାଇଁ ତାହା ମୁଁ ଜାଣି ନାହିଁ।”

ଅନ୍ୟପକ୍ଷରେ ଶାନ୍ତିଶୃଙ୍ଖଳା ଲାଗି ପୁଲିସ୍ ନିଜ ତରଫରୁ ପଦକ୍ଷେପ ନେଇଥିବା ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଛନ୍ତି।

ଏଥିସହ ଜଗତସିଂହପୁର ସାଂସଦ କୁଳମଣି ସାମଲଙ୍କ ଉପରେ ମଧ୍ୟ ଦାମ ବର୍ଷିଥିଲେ।

ସେ କହିଥିଲେ,“୫ ବର୍ଷ ପୂରିବାକୁ ଯାଉଥିବା ବେଳେ ସାଂସଦ ଲୋକଙ୍କ ପାଇଁ କ’ଣ କାମ କରିଛନ୍ତି? ପାରାଦୀପ ଶିଳ୍ପ କାରଖାନାରେ କେତେ ଜଣ ଜମିହରାଙ୍କୁ ନିଯୁକ୍ତି ଦିଆଯାଇଛି। ଏନେଇ ସେ ସଂସଦରେ କେତେଥର ପ୍ରସଙ୍ଗ ଉଠାଇଛନ୍ତି।”

ତେବେ ସାଂସଦ କୁଳମଣି ସାମଲ ଓଲଟା ଦାମଙ୍କୁ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି,“୪୦ ବର୍ଷ ଧରି ସେ କ୍ଷମତାରେ ଥାଇ କ’ଣ କରିଛନ୍ତି?”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story