କାଳବୈଶାଖୀ ତାଣ୍ଡବ: ରାସ୍ତାରେ ପଡ଼ିଲା ଗଛ, ଉଡ଼ିଗଲା ଆଜବେଷ୍ଟସ୍

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲାରେ ଗତକାଲି କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ଜୋରରେ ପବନ ବହିବା ଫଳରେ ଜିଲ୍ଲାର ସଦର ବ୍ଲକ ଏବଂ କଣ୍ଟାମାଳ ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡି ରାସ୍ତା ଉପରେ ପଡ଼ି ରହିଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ଅନେକ ଘରର ଆଜବେଷ୍ଟସ୍‌ ଉଡିଯାଇଥିବା ଦେଖିବାକୁ ମିଳିଛି। ଝଡ଼ ତୋଫାନ ଯୋଗୁ ବିଦ୍ୟୁତ୍‌ ସରବହରାହ ବି ଠପ୍ […]

boudh-4--1

boudh-4--1

Niharika Rout
  • Published: Thursday, 07 May 2020
  • Updated: 07 May 2020, 08:52 AM IST

Sports

Latest News

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲାରେ ଗତକାଲି କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ଜୋରରେ ପବନ ବହିବା ଫଳରେ ଜିଲ୍ଲାର ସଦର ବ୍ଲକ ଏବଂ କଣ୍ଟାମାଳ ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଛି।

ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡି ରାସ୍ତା ଉପରେ ପଡ଼ି ରହିଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ଅନେକ ଘରର ଆଜବେଷ୍ଟସ୍‌ ଉଡିଯାଇଥିବା ଦେଖିବାକୁ ମିଳିଛି। ଝଡ଼ ତୋଫାନ ଯୋଗୁ ବିଦ୍ୟୁତ୍‌ ସରବହରାହ ବି ଠପ୍ ହେବାସହ ରାସ୍ତା ଉପରେ ଟ୍ରାନ୍ସଫର୍ମର ପଡ଼ି ରହିଛି ।

ଗତକାଲି ରାତି ପ୍ରାୟ ୩ଟାରୁ ଆରମ୍ଭ ହୋଇଥିଲା ଝଡ଼ ବର୍ଷା। କେବଳ ବୌଦ୍ଧ ସହର ନୁହେଁ, ସଦର ବ୍ଲକର ବିଭିନ୍ନ ଅଞ୍ଚଳରେ ବର୍ଷା ହୋଇଥିଲା। ଆଜି ସକାଳୁ ଅଗ୍ନିଶମ ବାହିନୀ ଗଛ କାଟି ରାସ୍ତା ସଫା କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story