ଭଦ୍ରକ: ଛାତ୍ର ସଂସଦ ନିର୍ବାଚନକୁ ନେଇ ଧାମନଗର କଲେଜରେ ବୋମାମାଡ଼

ଭଦ୍ରକ: ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି ଧାମନଗର କଲେଜରେ ଆଜି ବୋମାମାଡ଼ ହୋଇଛି। କଲେଜ ପଡିଆ ଓ ଅବ୍ୟବହୃତ ଘରେ ବୋମାମାଡ଼ ହୋଇଛି। କଲେଜ ଅଫିସରେ ବ୍ୟାପକ ଭଙ୍ଗାରୁଜା ହୋଇଛି। ଏହାସହ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି।   ଅନିର୍ଦ୍ଦିଷ୍ଟ କାଳ ଯାଏଁ  କଲେଜ କର୍ତ୍ତପକ୍ଷ ସସପେଣ୍ଡ୍ ଘୋଷଣା କରିଛନ୍ତି।

bhadrak

Rakesh Mallick
  • Published: Saturday, 03 October 2015
  • , Updated: 03 October 2015, 09:01 AM IST

Related story