‘ଦୁର୍ନୀତି ଚପାଇବାକୁ ଯଚା ଯାଇଥିଲା କୋଟିଏ ଟଙ୍କା, ପାଣ୍ଡିଆନ୍‌ଙ୍କ ପାଇଁ ଯାଇଥିଲା ମନ୍ତ୍ରୀପଦ’

“ସେୟା ହେଲା। ୨୦ ଦିନ ପୂରିଛି କି ନାହିଁ ମନ୍ତ୍ରିମଣ୍ଡଳରୁ ମୋତେ ନିଲମ୍ୱିତ କରାଗଲା। ମୁଁ ଥରେ ବିଧାନସଭାରେ ଦୁର୍ନୀତି ନେଇ ଏକ ପ୍ରଶ୍ନ ପଚାରିଥିଲି। ଉତ୍ତରରେ ତାଙ୍କ ମନ୍ତ୍ରୀ ଦେଲେ ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ତାଲିକା। ହେଲେ ଏହି କଥାକୁ ମୁଖ୍ୟମନ୍ତ୍ରୀ ହସିକି ଉଡ଼ାଇ ଦେଲେ। ଏଥିରୁ ସ୍ପଷ୍ଟ ହୋଇଛି, ରାଜ୍ୟରେ ଦୁର୍ନୀତିକୁ ନୀତି କରାଯାଉଛି। ଏଠି ମନ୍ତ୍ରୀ ଅଫିସରଙ୍କୁ ନମସ୍କାର କରେ। ଆଇନ୍‌ ତିଆରି ହଉଛି, ରାଜନେତାମାନେ ଜାଣିପାରୁନାହାନ୍ତି।” ସାଲେପୁର (ମନୋଜ ଆଚାର୍ଯ୍ୟ): କୁଜଙ୍ଗ ମହିଳା […]

7

7

Manoranjan Sial
  • Published: Tuesday, 02 October 2018
  • Updated: 02 October 2018, 08:10 PM IST

Sports

Latest News

"ସେୟା ହେଲା। ୨୦ ଦିନ ପୂରିଛି କି ନାହିଁ ମନ୍ତ୍ରିମଣ୍ଡଳରୁ ମୋତେ ନିଲମ୍ୱିତ କରାଗଲା। ମୁଁ ଥରେ ବିଧାନସଭାରେ ଦୁର୍ନୀତି ନେଇ ଏକ ପ୍ରଶ୍ନ ପଚାରିଥିଲି। ଉତ୍ତରରେ ତାଙ୍କ ମନ୍ତ୍ରୀ ଦେଲେ ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ତାଲିକା। ହେଲେ ଏହି କଥାକୁ ମୁଖ୍ୟମନ୍ତ୍ରୀ ହସିକି ଉଡ଼ାଇ ଦେଲେ। ଏଥିରୁ ସ୍ପଷ୍ଟ ହୋଇଛି, ରାଜ୍ୟରେ ଦୁର୍ନୀତିକୁ ନୀତି କରାଯାଉଛି। ଏଠି ମନ୍ତ୍ରୀ ଅଫିସରଙ୍କୁ ନମସ୍କାର କରେ। ଆଇନ୍‌ ତିଆରି ହଉଛି, ରାଜନେତାମାନେ ଜାଣିପାରୁନାହାନ୍ତି।”

ସାଲେପୁର (ମନୋଜ ଆଚାର୍ଯ୍ୟ): କୁଜଙ୍ଗ ମହିଳା ସମାବେଶର ଜବାବ ଦେବେ ବୋଲି ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ କହିଥିଲେ। ଆଉ ଆଜି ଏହାର ଜବାବ ଦେଇଛନ୍ତି କଟକ ଜିଲ୍ଲା ମାହାଙ୍ଗ। ନିର୍ବାଚନିମଣ୍ଡଳୀର ନୃତାଙ୍ଗରେ। ସେଠାରେ ଆୟୋଜିତ ସମାବେଶରେ ଡାକ୍ତର ରାଉତ ଯୋଗଦେଇ ଉଭୟ ରାଜ୍ୟ ସରକାର ଓ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ଉପରେ ଯୋରଦାର୍ ଆକ୍ରମଣ କରିଛନ୍ତି।

ବିରୁପା ସାହିତ୍ୟ ସଂସ୍କୃତି ପରିଷଦ ପକ୍ଷରୁ ଆୟୋଜିତ ମହାତ୍ମା ଗାନ୍ଧି ଓ ଲାଲ୍‌ବାହାଦୂର ଶାସ୍ତ୍ରୀ ଜୟନ୍ତୀରେ ଉତ୍ସବରେ ଡାକ୍ତର ରାଉତ ଯୋଗଦେଇ କହିଛନ୍ତି-“ମାହାଙ୍ଗା ଭଞ୍ଜ ସାହିତ୍ୟର ବାହକ। ମାହାଙ୍ଗା ବୈଷ୍ଣବ ପାଣିଙ୍କ ସହିତ୍ୟର ପୃଷ୍ଠଭୂମି। ଏହି ମାଟିରେ ସାହିତ୍ୟିକ ଓ ଲେଖକ ଗଣିହେବ ନାହିଁ। ଆଉ ସେହି ମାହାଙ୍ଗାବାସୀ ପ୍ରତାପ ଜେନାଙ୍କୁ ନିର୍ବାଚିତ କରିଛନ୍ତି। ଯାହାଙ୍କର ଅପସଂସ୍କୃତି ଓ ଦୁର୍ନୀତି ହେଉଛି ତାଙ୍କର ବାହକ। ଆଉ ଆଜି ସେ ମୋ ବିରୋଧରେ ସମାବେଶ କରୁଛନ୍ତି।”

ସେ କହିଛନ୍ତି-“ପଟ୍ଟାମୁଣ୍ଡାଇରେ ତାଙ୍କ ଘର। ଯୋବ୍ରାରେ ରହୁଛନ୍ତି। ବାପା ତାଙ୍କର କଳିଙ୍ଗ ଟ୍ୟୁବ୍‌ସରେ ଠିକାଦାରି କରୁଛନ୍ତି। ବର୍ତ୍ତମାନ ତାଙ୍କର ୧୮ଟା ଟ୍ରେଲର ଓ କେତେ କ'ଣ ଟ୍ରକ୍‌ ରହିଛି। ଏବେ ସେ ଆଉ ଜଣେ ବନ୍ଧୁଙ୍କ ଘରକୁ ଯାଇ କବାଟ କିଳି ନାଚୁଛନ୍ତି। ଆଉ ସେପରି ଲୋକ କୁଜଙ୍ଗ ଯାଇ ମୋ ବିରୋଧରେ କହୁଛନ୍ତି।”

ଡାକ୍ତର ରାଉତ କହିଛନ୍ତି-“ବାରିପଦାରେ ଜଣେ ଅଫିସର ଓ ଜିଲ୍ଲାପାଳ ୫୯ କୋଟି ଟଙ୍କାରେ ସାର କିଣିଲେ। କିନ୍ତୁ ଗଛ ଲଗାଇଲେ ନାହିଁ। ତଦନ୍ତରେ ସମ୍ପୃକ୍ତ ଅଫିସର ଧରାପଡ଼ିଲେ। ତାଙ୍କୁ ସଙ୍ଗେ ସଙ୍ଗେ ନିଲମ୍ୱିତ କରିଥିଲି। ସମ୍ପୃକ୍ତ ଅଫିସର ଜଣେ ପରିଚିତ ଲୋକଙ୍କୁ ଧରି ମୋ ପାଖରେ ପହଞ୍ଚିଥିଲେ। କୋଟିଏ ଟଙ୍କା ନେଇ ଛାଡ଼ିଦେବାକୁ ମୋତେ ଅନୁରୋଧ କରିଥିଲେ। ମୁଁ ତାକୁ ରୋକ୍‌ଠୋକ୍‌ ମନା କରିଦେଲି। ସେ ଯାଇ ପାଣ୍ଡିଆନ୍‌ ପାଖରେ ଅଭିଯୋଗ କଲେ। ବ୍ୟସ୍ତ ହୁଅନି ୧୫ରୁ ୨୦ ଦିନ ଭିତରେ ବିଦା ହେବେ ବୋଲି କୁଆଡେ ପାଣ୍ଡିଆନ୍‌ କହିଥିଲେ।

ସେ ଆହୁରି କହିଛନ୍ତି-“ମହାନଦୀର ୭୭ % ପାଣି ସମୁଦ୍ରକୁ ଯାଉଛି। ବ୍ୟବହାର ହେଉନି। ରାଜ୍ୟ ସରକାର ବ୍ୟାରେଜ ନକରି ଅଯଥା ରାଜନୀତି କରୁଛନ୍ତି। ନବୀନ ପଟ୍ଟନାୟକଙ୍କ ବିରୋଧରେ ପଦେ କିଏ କହିଲେ ମୁଁ ତିନି ପଦ କହୁଥିଲି। ଦୁର୍ନୀତି ହେଉଛି ବୋଲି ମନ୍ତ୍ରୀ ସ୍ୱୀକାର କରୁଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀ କହୁଛନ୍ତି, ତାକୁ ହାସ୍ୟାସ୍ପଦ। ମୋର ସେହିଦିନଠାରୁ ମନ ପରିବର୍ତ୍ତନ ହୋଇଗଲା। ଇଏ ବିଜୁ ପଟ୍ଟନାୟକଙ୍କ ଦାୟାଦ ପରି ଲାଗୁ ନାହାନ୍ତି। ଓଡ଼ିଶା ଓ ଓଡ଼ିଆ ଜାତି ପାଇଁ ୟାଙ୍କର(ନବୀନଙ୍କର) ସ୍ୱପ୍ନ ନାହିଁ। ଯଦି ବିଜୁ ବାବୁଙ୍କ ପରି ସ୍ୱପ୍ନ ଦେଖୁଥାଆନ୍ତେ, ତାହାହେଲେ ଆଜି ପର୍ଯ୍ୟନ୍ତ କ’ଣ ଓଡ଼ିଆ ଶିଖିପାରନ୍ତେ ନାହିଁ? ତାମିଲନାଡୁରୁ ଜଣେ ରିକ୍ସାବାଲା ଓଡ଼ିଶା ଆସି ୪ ମାସ ପରେ ଓଡ଼ିଆ ଭାଷାରେ କଥା ହେଉଛି। ହେଲେ ବିଜୁ ପଟ୍ଟନାୟକଙ୍କ ପୁଅ ନବୀନ ପଟ୍ଟନାୟକ ୨୦ ବର୍ଷ ଶାସନ କରିବା ପରେ ମଧ୍ୟ ଓଡ଼ିଆ କହୁନି। ଓଡ଼ିଆ ଭାଷା ବୁଝିବ ନାହିଁ !”

ଡାକ୍ତର ରାଉତ କହିଛନ୍ତି-“ଦୁର୍ନୀତି ରାଜ୍ୟରେ ନୀତି ହୋଇଯାଇଛି। ତାମିଲନାଡୁର ଜଣେ କନ୍‌ଷ୍ଟେବଲକୁ ରକ୍ଷା କରିବାକୁ ଯାଇ କୁନ୍ଦୁଲି ମାମଲାକୁ ଚାପି ଦିଆଗଲା। ଆମ ଝିଅ ବୋହୂଙ୍କ ଇଜ୍ଜତ ସହ ଖେଳା ଯାଉଛି। ଜଣେ ତାମିଲ୍ ଅଫିସର ଯାହା କହୁଛନ୍ତି ତାହା ହେଉଛି। ଆଇନ୍‌ଶୃଙ୍ଖଳା ପରିସ୍ଥିତି ଏଭଳି ହୋଇଛି, ପ୍ରତିଦିନ ଲୁଟ୍ ହେଉଛି।”

ସେ ଆହୁରି କହିଛନ୍ତି-“ବିଜୁ ବାବୁଙ୍କର ଅଦିନରେ ଦେହାନ୍ତ ହୋଇଗଲା। ଆମେ ନିଜକୁ ବାପ ଛେଉଣ୍ଡ ମନେ କଲୁ। ତାଙ୍କ ଚିତାଭସ୍ମ ଚାରିଆଡ଼େ ପକାଇବାକୁ ମାଗିଲୁ। ମାତ୍ର ତାଙ୍କ ପୁଅ ମନା କରିଦେଲେ। ଆଉ ଚିଠି ଲେଖି ଜଣାଇଦେଲେ, ଆମ ବଂଶରୁ କେହି ରାଜନୀତି କରିବେ ନାହିଁ। ବିଜୁବାବୁଙ୍କ ପରିବାରରୁ କେହି ନଆସିଲେ ନିର୍ବାଚନ ହାରିଯିବା ଭୟରେ ଆମେ ପାପିଷ୍ଠମାନେ ବହୁ ଖୋସାମତ କରିବା ପରେ ନବୀନ ପଟ୍ଟନାୟକ ରାଜନୀତିକୁ ଆସିଥିଲେ। ଲୋକେ ପ୍ରଶଂସା ଢାଳିଦେଲେ। ତାଙ୍କୁ ନିକଟରୁ ଥାଇ ୨୦ ବର୍ଷ ଧରି ଦେଖୁଛି, ବିଜୁ ପଟ୍ଟନାୟକଙ୍କ ମାନସିକତା ତାଙ୍କ ପାଖରେ ନାହିଁ। ବିଜୁବାବୁ ଓଡ଼ିଶା ପାଇଁ ମାଟି ଯାହା କରିଯାଇଥିଲେ, ତାହାର ୧୦ ଗୁଣା କମାଇବାରେ ଲାଗିଛନ୍ତି ନବୀନ ପଟ୍ଟନାୟକ। ତାଙ୍କ ଚାରିପାଖରେ ଘୁରି ବୁଲୁଥିବା ବ୍ୟକ୍ତିମାନେ ତାଙ୍କୁ ଯାହା ପରାମର୍ଶ ଦେଉଛନ୍ତି, ତାହା ସେ କରୁଛନ୍ତି। ଯେଉଁମାନଙ୍କ ମୁଣ୍ଡ ଉପରେ ସିବିଆଇ ଖଣ୍ଡା ଝୁଲିଛି।”

https://youtu.be/ZvXzQujq0XU

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story