ଜୟୀ ରାଜଗୁରୁଙ୍କୁ ନେଇ ଦାମଙ୍କ ମନ୍ତବ୍ୟର ବିରୋଧ କରି ପୁରୀରେ ବିକ୍ଷୋଭ

ପୁରୀ (ଓଡ଼ିଶା ରିପୋର୍ଟର): ବିପ୍ଲବୀ ଜୟୀ ରାଜଗୁରୁଙ୍କ ସଂପର୍କରେ ମନ୍ତ୍ରୀ ଦାମୋଦର ରାଉତଙ୍କ ମନ୍ତବ୍ୟକୁ ବିରୋଧ କରି ପୁରୀରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପୁରୀ ସଚେତନ ନାଗରିକ ମଞ୍ଚ ପକ୍ଷରୁ ପୁରୀ ରେଳ ଷ୍ଟେସନରେ ଥିବା ଜୟୀ ରାଜଗୁରୁଙ୍କ ପ୍ରତିମୂର୍ତ୍ତୀ ସମ୍ମୁଖରେ ବିକ୍ଷୋଭ ସହ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।

କୃଷିମନ୍ତ୍ରୀ ତାଙ୍କ ମନ୍ତବ୍ୟ ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ମଞ୍ଚ ଦାବି କରିଛି। ଜୟୀ ରାଜଗୁରୁ ଯଦି ସ୍ୱାଧୀନତା ସଂଗ୍ରାମୀ ନଥିଲେ, ତେବେ ବିଟ୍ରିଶ ସରକାର କାହିଁକି ତାଙ୍କୁ ଫାଶୀ ଦେଇଥିଲେ ବୋଲି ବିକ୍ଷୋଭକାରୀମାନେ ପୋଷ୍ଟର ଓ ସ୍ଲୋଗାନ ମାଧ୍ୟମରେ ପ୍ରଶ୍ନ କରିଛନ୍ତି।

ଅନ୍ୟପକ୍ଷରେ ଜୟୀ ରାଜଗୁରୁଙ୍କ ଗାଁ ପୁରୀ ଜିଲ୍ଲା ହରେକୃଷ୍ଣପୁରରେ ମଧ୍ୟ ମନ୍ତ୍ରୀ ଦାମ ରାଉତଙ୍କ ମନ୍ତବ୍ୟକୁ ବିରୋଧ କରାଯାଇ ତାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।

Ordigital Desk
• Published: Sunday, 26 November 2017
• Updated: 26 November 2017, 09:45 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ବିପ୍ଲବୀ ଜୟୀ ରାଜଗୁରୁଙ୍କ ସଂପର୍କରେ ମନ୍ତ୍ରୀ ଦାମୋଦର ରାଉତଙ୍କ ମନ୍ତବ୍ୟକୁ ବିରୋଧ କରି ପୁରୀରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପୁରୀ ସଚେତନ ନାଗରିକ ମଞ୍ଚ ପକ୍ଷରୁ ପୁରୀ ରେଳ ଷ୍ଟେସନରେ ଥିବା ଜୟୀ ରାଜଗୁରୁଙ୍କ ପ୍ରତିମୂର୍ତ୍ତୀ ସମ୍ମୁଖରେ ବିକ୍ଷୋଭ ସହ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।

କୃଷିମନ୍ତ୍ରୀ ତାଙ୍କ ମନ୍ତବ୍ୟ ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ମଞ୍ଚ ଦାବି କରିଛି। ଜୟୀ ରାଜଗୁରୁ ଯଦି ସ୍ୱାଧୀନତା ସଂଗ୍ରାମୀ ନଥିଲେ, ତେବେ ବିଟ୍ରିଶ ସରକାର କାହିଁକି ତାଙ୍କୁ ଫାଶୀ ଦେଇଥିଲେ ବୋଲି ବିକ୍ଷୋଭକାରୀମାନେ ପୋଷ୍ଟର ଓ ସ୍ଲୋଗାନ ମାଧ୍ୟମରେ ପ୍ରଶ୍ନ କରିଛନ୍ତି।

ଅନ୍ୟପକ୍ଷରେ ଜୟୀ ରାଜଗୁରୁଙ୍କ ଗାଁ ପୁରୀ ଜିଲ୍ଲା ହରେକୃଷ୍ଣପୁରରେ ମଧ୍ୟ ମନ୍ତ୍ରୀ ଦାମ ରାଉତଙ୍କ ମନ୍ତବ୍ୟକୁ ବିରୋଧ କରାଯାଇ ତାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos