ବଲିଉଡ୍‌ ଚାନ୍ସ ଅପେକ୍ଷାରେ ରାଉରକେଲାର ଚୁଲ୍‌ବୁଲି ଡ୍ୟାନ୍ସର

ରାଉରକେଲା (ପବନ ତିୱାରୀ): ଡ୍ୟାନ୍ସରେ ଧମାଲ୍‌ ମଚାଇଥିଲେ ରାଜସ୍ମିତା କର। ତାଙ୍କ ଡ୍ୟାନ୍ସରେ ସାରା ବିଶ୍ୱ ହୋଇଥିଲା ଦିୱାନା। ଏବେ ସେ ବଲିଉଡ୍‌ ଚାନ୍ସ ଅପେକ୍ଷାରେ ଅଛନ୍ତି। ଯଦି ଫିଲ୍ମରେ ଅଭିନୟ କରିବାର ଅଫର ପାଆନ୍ତି, ତାହେଲେ ନିଶ୍ଚିତ କରିବେ। ଏମିତି ଏକ ବଡ଼ ଅଭିଳାଷ ରଖିଛନ୍ତି ଏକ୍ସ ଡ୍ୟାନ୍ସ ଇଣ୍ଡିଆ ଡାନ୍ସ ଚାମ୍ପିୟନ୍ ରାଜସ୍ମିତା କର। ରାଉରକେଲା ବାସନ୍ତି କଲୋନୀରେ ରୁହନ୍ତି ରାଜସ୍ମିତା। ଲୋକପ୍ରିୟ ଡାନ୍ସିଂ ରିଏଲିଟି ଶୋ’ ଡାନ୍ସ ଇଣ୍ଡିଆ ଡାନ୍ସର ୨୦୧୨ ସଂସ୍କରଣରେ […]

Rajasmita Kar

Rajasmita Kar

Manoranjan Sial
  • Published: Monday, 19 July 2021
  • Updated: 19 July 2021, 05:19 PM IST

Sports

Latest News

ରାଉରକେଲା (ପବନ ତିୱାରୀ): ଡ୍ୟାନ୍ସରେ ଧମାଲ୍‌ ମଚାଇଥିଲେ ରାଜସ୍ମିତା କର। ତାଙ୍କ ଡ୍ୟାନ୍ସରେ ସାରା ବିଶ୍ୱ ହୋଇଥିଲା ଦିୱାନା। ଏବେ ସେ ବଲିଉଡ୍‌ ଚାନ୍ସ ଅପେକ୍ଷାରେ ଅଛନ୍ତି। ଯଦି ଫିଲ୍ମରେ ଅଭିନୟ କରିବାର ଅଫର ପାଆନ୍ତି, ତାହେଲେ ନିଶ୍ଚିତ କରିବେ। ଏମିତି ଏକ ବଡ଼ ଅଭିଳାଷ ରଖିଛନ୍ତି ଏକ୍ସ ଡ୍ୟାନ୍ସ ଇଣ୍ଡିଆ ଡାନ୍ସ ଚାମ୍ପିୟନ୍ ରାଜସ୍ମିତା କର।

ରାଉରକେଲା ବାସନ୍ତି କଲୋନୀରେ ରୁହନ୍ତି ରାଜସ୍ମିତା। ଲୋକପ୍ରିୟ ଡାନ୍ସିଂ ରିଏଲିଟି ଶୋ' ଡାନ୍ସ ଇଣ୍ଡିଆ ଡାନ୍ସର ୨୦୧୨ ସଂସ୍କରଣରେ ସେ ଭାଗ ନେଇ ସମଗ୍ର ଦେଶକୁ ଚମକାଇ ଦେଇଥିଲେ। ସବୁ ପ୍ରତିଯୋଗୀଙ୍କୁ ପଛରେ ପକାଇ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ଟ୍ରଫି ହାତେଇ ନେଇଥିଲେ ରାଜସ୍ମିତା। ମୁମ୍ବାଇରେ ରହୁଥିବା ରାଜସ୍ମିତା ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ଟ୍ରଫି ଜିତିବା ପରେ ୪ ବର୍ଷ ପାଇଁ ବିଦେଶ ପଳାଇ ଯାଇଥିଲେ। ସେଠାରେ ବିଭିନ୍ନ ଥିଏଟରରେ ଭାଗ ନେଇଥିଲେ।

Rajasmita Kar

ହେଡ୍ୟାନ୍ସକୁ ନେଇ ଅନେକ ସ୍ୱପ୍ନ ଦେଖିଥିବା ରାଜସ୍ମିତାଙ୍କ ଡାହାଣ ଗୋଡ଼ର ଯନ୍ତ୍ରଣା ବଢ଼ିବାକୁ ଲାଗିଲା। ତେଣୁ ୨୦୨୦ରେ ଭୁବନେଶ୍ୱର ପଳାଇ ଆସିଲେ। ଏଠାରେ ତାଙ୍କ ଡାହାଣ ଗୋଡ଼ର ଲିଗାମେଣ୍ଟ୍‌ ଅପରେସନ୍‌ ହୋଇଥିଲା। ଅପରେସନ୍‌ ସରିବା ପରେ ମହାମାରୀ କରୋନା ଲକ୍‌ଡାଉନ୍‌ ଘୋଷଣା କରାଗଲା। ତେଣୁ ରାଜସ୍ମିତା ରାଜଧାନୀରୁ ରାଉରକେଲା ପଳାଇଗଲେ। ଘରେ ପରିବାର ଲୋକଙ୍କ ସହ ସମୟ ଅତିବାହିତ କଲେ। ଏହାରି ଭିତରେ ସେ ଗୋଡ଼ର ଯନ୍ତ୍ରଣାରୁ ଉପଷମ ପାଇଲେ।

Rajasmita Karଅପରେସନ୍‌ର ୬ ପରେ ରାଜସ୍ମିତା ପୁଣି ଥରେ ଡ୍ୟାନ୍ସ ଆରମ୍ଭ କଲେ। ହେଲେ ୨୦୨୧ରେ କରୋନାରେ ସେ ଆକ୍ରାନ୍ତ ହୋଇଥିଲେ। ବୋଝ ଉପରେ ନଳିତା ବିଡ଼ା ପରି ତାଙ୍କ ଯନ୍ତ୍ରଣା ବଢ଼ିଗଲା। ମେଡିକାଲ୍‌ ନଯାଇ ଘରେ ସଙ୍ଗରୋଧରେ ରହିଥିଲେ। ଏହାଛଡ଼ା ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସା ହେଲେ। ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଯାଇଛନ୍ତି ରାଜସ୍ମିତା। ସମୟ ଅତିବାହିତ କରିବା ପାଇଁ ଅନ୍‌ଲାଇନ୍‌ ଡ୍ୟାନ୍ସ କ୍ଲାସ୍‌ ଆରମ୍ଭ କରିଛନ୍ତି। ଏଥିରେ ଓଡ଼ିଶା ସମେତ ଦେଶ ବିଦେଶରୁ ପିଲାମାନେ ଭାଗ ନେଇଥିଲେ। ନିଜର ପ୍ରାକ୍ଟିସ ପରେ ପିଲାମାନଙ୍କ ସହିତ ସମୟ ଅତିବାହିତ କରୁଛନ୍ତି ରାଜସ୍ମିତା।

Rajasmita Karରାଜସ୍ମିତାଙ୍କ କହିବା ଅନୁସାରେ, ଜଣେ ଡାନ୍ସର ପାଇଁ ଗୋଡ଼ ହେଉଛି ପ୍ରମୁଖ ଅସ୍ତ୍ର। ଯଦି ଗୋଡ଼ ଡ୍ୟାମେଜ ହୋଇଯିବ, ତାହାହେଲେ ଜଣେ ନାଚିବ କେମିତି? ମୁଁ ୨୦୧୩ ମସିହାରୁ ଡାହାଣ ଗୋଡ଼ରେ ଯନ୍ତ୍ରଣା ପାଉଥିଲି। କିନ୍ତୁ ଗୋଡ଼ର ଯନ୍ତ୍ରଣାକୁ ଖାତିର ନକରି ଡ୍ୟାନ୍ସ କରୁଥିଲି। ହେଲେ ୨୦୨୦ରେ ଯନ୍ତ୍ରଣା ଅସହ୍ୟ ହେଲାରୁ ଅପରେସନ୍‌ କରିବାକୁ ପଡ଼ିଲା ବୋଲି ରାଜସ୍ମିତା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story