ଏ ବର୍ଷ ବନ୍ଦ ହେଲା ଦଣ୍ଡ ଯାତ୍ରା

ବ୍ରହ୍ମପୁର:(ଓଡ଼ିଶା ରିପୋର୍ଟର):କରୋନା ପାଇଁ  ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡ ଯାତ୍ରା ବନ୍ଦ ରହିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ଦଣ୍ଡ ମେଳଣ ଆୟୋଜନ ଉପରେ ରୋକ ଲଗାଇବା ପରେ ଦଣ୍ଡଯାତ୍ରା ବନ୍ଦ ରହିଛି। ଆସନ୍ତାକାଲି ମେରୁ ସଂକ୍ରାନ୍ତି  ପରମ୍ପରା ଅନୁସାରେ ଦଣ୍ଡ ଦଳ ସଂକ୍ରାନ୍ତି ପୂର୍ବରୁ ୧୩ଦିନ ଧରି ନୀତି ପାଳନ କରି ମନ୍ଦିର ଭିତରେ ବନ୍ଦ ହୋଇ ରହିଥିବା ପାଟ ଭୋକ୍ତାଙ୍କୁ ପଞ୍ଚାମୃତରେ ସ୍ନାନ କରାଇ ମେରୁ ଖୁଣ୍ଟର ଅଗ୍ନିକୁଣ୍ଡରେ ଝୁଲାଇଥାନ୍ତି। କିନ୍ତୁ ଏଥର […]

danda2

Tapas Behera
  • Published: Sunday, 12 April 2020
  • , Updated: 12 April 2020, 04:46 PM IST

ବ୍ରହ୍ମପୁର:(ଓଡ଼ିଶା ରିପୋର୍ଟର):କରୋନା ପାଇଁ  ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡ ଯାତ୍ରା ବନ୍ଦ ରହିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ଦଣ୍ଡ ମେଳଣ ଆୟୋଜନ ଉପରେ ରୋକ ଲଗାଇବା ପରେ ଦଣ୍ଡଯାତ୍ରା ବନ୍ଦ ରହିଛି।

ଆସନ୍ତାକାଲି ମେରୁ ସଂକ୍ରାନ୍ତି  ପରମ୍ପରା ଅନୁସାରେ ଦଣ୍ଡ ଦଳ ସଂକ୍ରାନ୍ତି ପୂର୍ବରୁ ୧୩ଦିନ ଧରି ନୀତି ପାଳନ କରି ମନ୍ଦିର ଭିତରେ ବନ୍ଦ ହୋଇ ରହିଥିବା ପାଟ ଭୋକ୍ତାଙ୍କୁ ପଞ୍ଚାମୃତରେ ସ୍ନାନ କରାଇ ମେରୁ ଖୁଣ୍ଟର ଅଗ୍ନିକୁଣ୍ଡରେ ଝୁଲାଇଥାନ୍ତି।

କିନ୍ତୁ ଏଥର ଲକଡାଉନ ଯୋଗୁ ଏସବୁ ବନ୍ଦ ରଖାଯାଇଛି ପାଟ ଭୋକ୍ତା କେବଳ ମାନସିକ ଧାରଣ କରି ପୂଜା ପାଠ କରୁଛନ୍ତି। ଯେଉଁ ଭକ୍ତମାନେ ଏହି ୧୩ଦିନର ଦଣ୍ଡ ଯାତ୍ରାର ନିୟମ ପାଳନ କରି ରହିଥିଲେ ସେମାନେ ଭୋରରୁ ଆସି ମନ୍ଦିର ନିକଟରେ ନଡ଼ିଆ ଭୋଗ କରି ନୀତି ପାଳନ କରିପାରିବେ। ଦଣ୍ଡ ଦଳ ସେବକମାନଙ୍କ ପକ୍ଷରୁ ଏହା କୁହାଯାଇଛି।

Related story