ଭୁଜାଲିରେ ହାଣି ଲୁଟିନେଲେ ୧୫ ଲକ୍ଷ ଟଙ୍କା

ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧା ଓସିସି ଛକ ନିକଟରୁ ଜଣେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କଠାରୁ ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରି ଲୁଟ୍‌ କରିନେଇଛନ୍ତି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମଳିପଡ଼ାରେ ଥିବା ଭୈରବୀ ପେଟ୍ରୋଲ ପମ୍ପର କର୍ମଚାରୀ ଲଡୁକେଶ୍ୱର ନାଟୁଆ ୧୫ଲକ୍ଷ ଟଙ୍କା ବ୍ୟାଙ୍କରେ ଜମା କରିବା ପାଇଁ ବାଇକ୍‌ରେ ଯାଉଥିଲେ। ୧୬ ନମ୍ୱର ଜାତୀୟ ରାଜପଥର ଓସିସି ଛକ ନିକଟରେ ୩ […]

daring-loot-of-rs-15-lakh-in-cash

daring-loot-of-rs-15-lakh-in-cash

Jyoshna Pradhan
  • Published: Monday, 01 October 2018
  • Updated: 01 October 2018, 03:01 PM IST

Sports

Latest News

ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧା ଓସିସି ଛକ ନିକଟରୁ ଜଣେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କଠାରୁ ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରି ଲୁଟ୍‌ କରିନେଇଛନ୍ତି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ମଳିପଡ଼ାରେ ଥିବା ଭୈରବୀ ପେଟ୍ରୋଲ ପମ୍ପର କର୍ମଚାରୀ ଲଡୁକେଶ୍ୱର ନାଟୁଆ ୧୫ଲକ୍ଷ ଟଙ୍କା ବ୍ୟାଙ୍କରେ ଜମା କରିବା ପାଇଁ ବାଇକ୍‌ରେ ଯାଉଥିଲେ। ୧୬ ନମ୍ୱର ଜାତୀୟ ରାଜପଥର ଓସିସି ଛକ ନିକଟରେ ୩ ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ। ଫଳରେ ସେ ଆହତ ହୋଇଛନ୍ତି। ପରେ ଦୁର୍ବୃତ୍ତମାନେ ତାଙ୍କ (ଲଡୁକେଶ୍ୱର) ବାଇକ୍‌ ଓ ଟଙ୍କା ନେଇ ଚମ୍ପଟ ମାରିଥିଲେ।

ଲଡୁକେଶ୍ୱର ଏନେଇ ସଦରଥାନା ଥାନାରେ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story