‘ବାଣିଜ୍ୟ ବିଭାଗର ଡାଟାଏଣ୍ଟ୍ରି ଅପରେଟରଙ୍କୁ ନିୟମିତ କର’

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଣିଜ୍ୟ ବିଭାଗର ଡାଟାଏଣ୍ଟ୍ରି ଅପରେଟର କର୍ମଚାରୀଙ୍କୁ ନିୟମିତ କରିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ୭୫ ଜଣ ଠିକା କର୍ମଚାରୀଙ୍କୁ ନିୟମିତ କରିବା ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ୟାଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ରାଜ୍ୟ ସରକରାର ପକ୍ଷରୁ ହାଇକୋର୍ଟରେ ମାମଲା ଦାୟାର ହୋଇଥିଲା। ହାଇକୋର୍ଟ ଏହାର ଶୁଣାଣି କରି ସରକାରଙ୍କ ମାମଲାକୁ ଖାରଜ କରିଦେଇଛନ୍ତି। ଏହି ପ୍ରସଙ୍ଗରେ ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲର ରାୟକୁ ହାଇକୋର୍ଟ କାଏମ ରଖିଛନ୍ତି।</p> <p>୨୦୦୫ରୁ କାମ କରିଆସୁଥିବା ୭୫ ଜଣ ଡାଟାଏଣ୍ଟ୍ରି ଅପରେଟରଙ୍କୁ ୨୦୧୪ ସେପ୍ଟେମ୍ୱର ୧୭ ତାରିଖରେ ବାର୍ଷିକ ଚୁକ୍ତିରେ ନିଯୁକ୍ତି ଦିଆଯାଇଥିଲା। ଏହା କାର୍ଯ୍ୟକାରୀ ନହେବାରୁ ସ୍ୟାଟ୍&zwnj;ଙ୍କ ଦ୍ୱାରସ୍ଥ ହୋଇଥିଲେ ଡାଟା ଏଣ୍ଟ୍ରି ଅପରେଟର। ସ୍ୟାଟ ମାମଲାର ରାୟ ପ୍ରକାଶ କରି ନିଯୁକ୍ତିକୁ ବୈଧ ଘୋଷଣା କରିବା ପରେ ରାଜ୍ୟ ସରକାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।</p>

Ordigital Desk
  • Published: Wednesday, 16 May 2018
  • Updated: 16 May 2018, 07:34 PM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଣିଜ୍ୟ ବିଭାଗର ଡାଟାଏଣ୍ଟ୍ରି ଅପରେଟର କର୍ମଚାରୀଙ୍କୁ ନିୟମିତ କରିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ୭୫ ଜଣ ଠିକା କର୍ମଚାରୀଙ୍କୁ ନିୟମିତ କରିବା ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ୟାଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ରାଜ୍ୟ ସରକରାର ପକ୍ଷରୁ ହାଇକୋର୍ଟରେ ମାମଲା ଦାୟାର ହୋଇଥିଲା। ହାଇକୋର୍ଟ ଏହାର ଶୁଣାଣି କରି ସରକାରଙ୍କ ମାମଲାକୁ ଖାରଜ କରିଦେଇଛନ୍ତି। ଏହି ପ୍ରସଙ୍ଗରେ ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲର ରାୟକୁ ହାଇକୋର୍ଟ କାଏମ ରଖିଛନ୍ତି।</p><p>୨୦୦୫ରୁ କାମ କରିଆସୁଥିବା ୭୫ ଜଣ ଡାଟାଏଣ୍ଟ୍ରି ଅପରେଟରଙ୍କୁ ୨୦୧୪ ସେପ୍ଟେମ୍ୱର ୧୭ ତାରିଖରେ ବାର୍ଷିକ ଚୁକ୍ତିରେ ନିଯୁକ୍ତି ଦିଆଯାଇଥିଲା। ଏହା କାର୍ଯ୍ୟକାରୀ ନହେବାରୁ ସ୍ୟାଟ୍&zwnj;ଙ୍କ ଦ୍ୱାରସ୍ଥ ହୋଇଥିଲେ ଡାଟା ଏଣ୍ଟ୍ରି ଅପରେଟର। ସ୍ୟାଟ ମାମଲାର ରାୟ ପ୍ରକାଶ କରି ନିଯୁକ୍ତିକୁ ବୈଧ ଘୋଷଣା କରିବା ପରେ ରାଜ୍ୟ ସରକାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos