ଗାଧୋଇବା ବେଳେ ଭାସିଗଲେ; ବାପା-ପୁଅ ଉଦ୍ଧାର, ଝିଅର ପତ୍ତା ମିଳୁନି

ସମ୍ୱଲପୁର(ସଞ୍ଜୟ ଜେନା): ମହାନଦୀରେ ଗାଧୋଇବା ବେଳେ ଗୋଟିଏ ପରିବାରର ୩ ଜଣ ଭାସିଗଲେ। ସେମାନଙ୍କ ଭିତରୁ ବାପ, ପୁଅଙ୍କୁ ଉଦ୍ଧାର କରାଯାଇ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ଝିଅର ପତ୍ତା ମିଳୁନି। ଆଜି ଏପରି ଦୁର୍ଘଟଣା ସମ୍ୱଲପୁର ଜିଲ୍ଲାର ଦଳେଇପଡ଼ା ଘଟରେ ଘଟିଛି। ପେନସନପଡ଼ା ବାପା  ଅଫ୍‌ତାବ, ତାଙ୍କର ୧୫ ବର୍ଷୀୟ ପୁଲ୍‌ ମହମ୍ମଦ ଅଫ୍‌ତାବ ଓ ୧୨ ବର୍ଷର ଝିଅ ରୁକସାନା ବେଗମ ମହାନଦୀର ଦଲେଇପଡ଼ା ଘାଟରେ ଗାଧଉଥିଲେ। ହେଲେ ଅସାବଧାନତା ଯୋଗୁ ତିନି ଜଣକ […]

Sambalpur

Sambalpur

Manoranjan Sial
  • Published: Monday, 04 October 2021
  • Updated: 04 October 2021, 07:51 PM IST

Sports

Latest News

ସମ୍ୱଲପୁର(ସଞ୍ଜୟ ଜେନା): ମହାନଦୀରେ ଗାଧୋଇବା ବେଳେ ଗୋଟିଏ ପରିବାରର ୩ ଜଣ ଭାସିଗଲେ। ସେମାନଙ୍କ ଭିତରୁ ବାପ, ପୁଅଙ୍କୁ ଉଦ୍ଧାର କରାଯାଇ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ଝିଅର ପତ୍ତା ମିଳୁନି। ଆଜି ଏପରି ଦୁର୍ଘଟଣା ସମ୍ୱଲପୁର ଜିଲ୍ଲାର ଦଳେଇପଡ଼ା ଘଟରେ ଘଟିଛି।

ପେନସନପଡ଼ା ବାପା  ଅଫ୍‌ତାବ, ତାଙ୍କର ୧୫ ବର୍ଷୀୟ ପୁଲ୍‌ ମହମ୍ମଦ ଅଫ୍‌ତାବ ଓ ୧୨ ବର୍ଷର ଝିଅ ରୁକସାନା ବେଗମ ମହାନଦୀର ଦଲେଇପଡ଼ା ଘାଟରେ ଗାଧଉଥିଲେ। ହେଲେ ଅସାବଧାନତା ଯୋଗୁ ତିନି ଜଣକ ଯାକ ଭାସି ଯାଇଥିଲେ। ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ। ଶେଷ ଖବର ସୁଦ୍ଧା ବାପା ଅଫତାବ୍‌ ଓ ପୁଅ ମହମ୍ମଦ ଅଫତାବଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ସେମାନଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ମିଳିଥିବା ଖବର ଅନୁସାରେ ବାପ-ପୁଅଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ଥିବା ଜଣାପଡ଼ିଛି।

ହେଲେ ଏପର୍ଯ୍ୟନ୍ତ ଝିଅ ରୁକ୍‌ସାନା ବେଗମଙ୍କ ପତ୍ତା ମିଳିନି। ରାତି ହୋଇଯାଇଥିବାରୁ ଉଦ୍ଧାରକାରୀ ଦଳ ଫେରି ଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story