ଦୟାନଧି ଗୋଚ୍ଛାୟତ କେନ୍ଦ୍ରାପଡ଼ାର ନୂଆ ଏସ୍‌ପି

କେନ୍ଦ୍ରାପଡ଼ା: ଦୟାନଧି ଗୋଚ୍ଛାୟତ କେନ୍ଦ୍ରାପଡ଼ାର ନୂଆ ଏସ୍‌ପି ଭାବେ ନିଯୁକ୍ତି ପାଇଛନ୍ତି। ଗୃହ ବିଭାଗ ପକ୍ଷରୁ ଏନେଇ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏବେ ସେ ଭିଜିଲାନ୍ସ ଏସ୍‌ପି ଭାବେ କାର୍ଯ୍ୟରତ ଅଛନ୍ତି। ପୂର୍ବତନ ଏସପି ନୀତିନଜିତ ସିଂହ ଡେପୁଟେସନରେ ଯିବା ପରେ  ଦୟାନିଧିଙ୍କୁ ଏହି ନିଯୁକ୍ତି ମିଳିଛି।

kendrapara-8

Rakesh Mallick
  • Published: Saturday, 24 December 2016
  • , Updated: 24 December 2016, 01:47 PM IST

Related story