ମିଳିଲା ନିଖୋଜଙ୍କ ମୃତଦେହ

<p>ବ୍ରହ୍ମପୁର: ଗୋପାଳପୁର ସମୁଦ୍ରରେ ବୁଡ଼ି ନିଖୋଜ ୨ ଜଣ ଛାତ୍ରଙ୍କ ମୃତଦେହ ଆଜି ସକାଳେ ଉଦ୍ଧାର କରାଯାଇଛି। ଓଡ୍ରାଫ୍ ଟିମ୍ ଓ ଅଗ୍ନିଶମ ବାହିନୀ ବହୁ ଖୋଜାଖୋଜି କରିବା ପରେ ନିଖୋଜ ଛାତ୍ରଙ୍କୁ ସମୁଦ୍ରରୁ ଉଦ୍ଧାର କରିଛନ୍ତି। ମୃତକ ହେଲେ ଲୋକେଶ ପାତ୍ର ଓ ଡି. ହିତେଶ ପାତ୍ର।</p> <p>ହୋଲି ଦିନ ସମୁଦ୍ରରେ ଗାଧୋଇବା ବେଳେ ଲୋକେଶ, ଡି. ହିତେଶ ଓ ପି. ସିଦ୍ଧାନ୍ତ ସମୁଦ୍ରରେ ବୁଡ଼ି ଯାଇଥିଲେ। ସେହିଦିନ ବ୍ରହ୍ମପୁର ସାନବଜାର ଅଞ୍ଚଳର ପି. ସିଦ୍ଧାନ୍ତ ପାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ହେଲେ ଲୋକେଶ ଓ ହିତେଶ ସେବେଠାରୁ ନିଖୋଜ ଥିଲେ। ଏମାନଙ୍କୁ ଉଦ୍ଧାର ପାଇଁ ଓଡ୍ରାଫ ଟିମ୍ ଓ ଅଗ୍ନିଶମ ବାହିନୀ ଦୀର୍ଘ ୭୨ ଘଣ୍ଟା ଧରି ନିରବଚ୍ଛିନ୍ନ ଭାବେ ଉଦ୍ଧାର କାର୍ଯ୍ୟ ଚଳାଇଥିଲେ।</p>

Ordigital Desk
  • Published: Sunday, 04 March 2018
  • Updated: 04 March 2018, 12:15 PM IST

Sports

Latest News

<p>ବ୍ରହ୍ମପୁର: ଗୋପାଳପୁର ସମୁଦ୍ରରେ ବୁଡ଼ି ନିଖୋଜ ୨ ଜଣ ଛାତ୍ରଙ୍କ ମୃତଦେହ ଆଜି ସକାଳେ ଉଦ୍ଧାର କରାଯାଇଛି। ଓଡ୍ରାଫ୍ ଟିମ୍ ଓ ଅଗ୍ନିଶମ ବାହିନୀ ବହୁ ଖୋଜାଖୋଜି କରିବା ପରେ ନିଖୋଜ ଛାତ୍ରଙ୍କୁ ସମୁଦ୍ରରୁ ଉଦ୍ଧାର କରିଛନ୍ତି। ମୃତକ ହେଲେ ଲୋକେଶ ପାତ୍ର ଓ ଡି. ହିତେଶ ପାତ୍ର।</p><p>ହୋଲି ଦିନ ସମୁଦ୍ରରେ ଗାଧୋଇବା ବେଳେ ଲୋକେଶ, ଡି. ହିତେଶ ଓ ପି. ସିଦ୍ଧାନ୍ତ ସମୁଦ୍ରରେ ବୁଡ଼ି ଯାଇଥିଲେ। ସେହିଦିନ ବ୍ରହ୍ମପୁର ସାନବଜାର ଅଞ୍ଚଳର ପି. ସିଦ୍ଧାନ୍ତ ପାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ହେଲେ ଲୋକେଶ ଓ ହିତେଶ ସେବେଠାରୁ ନିଖୋଜ ଥିଲେ। ଏମାନଙ୍କୁ ଉଦ୍ଧାର ପାଇଁ ଓଡ୍ରାଫ ଟିମ୍ ଓ ଅଗ୍ନିଶମ ବାହିନୀ ଦୀର୍ଘ ୭୨ ଘଣ୍ଟା ଧରି ନିରବଚ୍ଛିନ୍ନ ଭାବେ ଉଦ୍ଧାର କାର୍ଯ୍ୟ ଚଳାଇଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos