ବିଲରୁ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର

Ordigital Desk
  • Published: Saturday, 12 May 2018
  • , Updated: 12 May 2018, 04:33 PM IST
<p>ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ସଦର ଥାନା ନାହାଦା ଗାଁରେ ବିଲ ଭିତରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ନିକଟ ଈଶାଣୀ ଗାଁର ବୋଲି ଜଣାପଡ଼ିଛି। ୩ ଦିନ ହେବ ସେ ନିଖୋଜ ଥିଲେ।</p> <p>ମୃତଦେହ ଉଦ୍ଧାର ପରେ ତାଙ୍କ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଚନ୍ତି। ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାବା ସହ ଏକ ମାମଲା ରୁଜୁ ଘଟଣାର ତଦନ୍ତ ଆରମ୍ଭ କରିଛି।</p>

Related story