ଘର ଭିତରେ ଝୁଲିଛି ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ

ଭଞ୍ଜନଗର(ରାଜେଶ ପଣ୍ଡା): ଘର ଭିତରେ ଝୁଲିଛି ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ। ପଡ଼ୋଶୀଙ୍କଠାରୁ ଖବର ପାଇ ପୁଲିସ ଗଳିତ ମୃତଦେହ ଉଦ୍ଧାର କରିଛି। ହେଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନାହିଁ। ଆଜି ଏପରି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗରରରୁ। ପୂରା ଘଟଣାଟି ଏମିତି। ବ୍ରହ୍ମପୁର ଅଞ୍ଚଳର ଜେ. ଅନୀତା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗରେ କନିଷ୍ଠ ଯନ୍ତ୍ରୀ ଭାବେ ନିଯୁକ୍ତି ପାଇଥିଲେ। ସେଠାରେ ବର୍ଷେ ହେବ ଚାକିରି କରିଆସୁଥିଲେ। ସେ ଲଣ୍ଡେଇ […]

Bhanjanagar

Bhanjanagar

Manoranjan Sial
  • Published: Thursday, 24 June 2021
  • Updated: 24 June 2021, 05:00 PM IST

Sports

Latest News

ଭଞ୍ଜନଗର(ରାଜେଶ ପଣ୍ଡା): ଘର ଭିତରେ ଝୁଲିଛି ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ। ପଡ଼ୋଶୀଙ୍କଠାରୁ ଖବର ପାଇ ପୁଲିସ ଗଳିତ ମୃତଦେହ ଉଦ୍ଧାର କରିଛି। ହେଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନାହିଁ। ଆଜି ଏପରି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗରରରୁ।

ପୂରା ଘଟଣାଟି ଏମିତି। ବ୍ରହ୍ମପୁର ଅଞ୍ଚଳର ଜେ. ଅନୀତା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗରେ କନିଷ୍ଠ ଯନ୍ତ୍ରୀ ଭାବେ ନିଯୁକ୍ତି ପାଇଥିଲେ। ସେଠାରେ ବର୍ଷେ ହେବ ଚାକିରି କରିଆସୁଥିଲେ। ସେ ଲଣ୍ଡେଇ ସାହିରେ ଘର ଭଡ଼ା ନେଇ ରହୁଥିଲେ। ଗତକିଛି ହେଲା ତାଙ୍କର ଅନ୍ୟତ୍ର ବଦଳି ହୋଇଥିଲା। ନୂଆ ଜାଗାକୁ ଯିବା ପାଇଁ ପ୍ରସ୍ତୁତ ହେଉଥିଲେ ଅନୀତା। ହେଲେ ପୁରୁଣା ଅଫିସ୍‌କୁ ଯାଉନଥିଲେ। ଗତ ୪/୫ ଦିନ ହେବ ଜେ. ଅନୀତା ଅଫିସ ଯାଉନଥିଲେ। ଏଥିପାଇଁ ଛୁଟି ମଧ୍ୟ ନେଇନଥିଲେ।

ଆଜି ଜେ. ଅନୀତା ରହୁଥିବା ଘରୁ ଦୁର୍ଗନ୍ଧ ବାହାରି ଥିଲା। ପଡ଼ୋଶୀମାନେ ଜାଣିପାରି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ବନ୍ଧ ଘରୁ ଝୁଲନ୍ତା ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ଜେ. ଅନୀତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story