ନଦୀରୁ ମିଳିଲା ଯୁବକଙ୍କ ଶବ, କୁମ୍ଭୀର ଟାଣି ନେଇଥିବା ସନ୍ଦେହ

ଆଳି (ବନମାଳି ସାହୁ): କେନ୍ଦ୍ରାପଡାରେ ପୁଣି ଥରେ କୁମ୍ଭୀର ଆତଙ୍କ ଦେଖା ଦେଇଛି। ଗତକାଲି କୁମ୍ଭୀର ଆକ୍ରମଣରୁ ଜଣେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଆଜି ରାଜନଗର ବ୍ଲକର ମାଟିଆ ମଙ୍ଗଳା ନିକଟରୁ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ନାଁ ବିଜୟ ପାତ୍ର। ସେ ଗତକାଳି ବ୍ରାହ୍ମଣୀ ନଦୀ କୂଳରେ ଗାଈ ଚରାଉଥିବା ବେଳେ ନିଖୋଜ ହୋଇଯାଇଥିଲେ। ପରିବାର ଲୋକ ପ୍ରଶାସନକୁ ଜଣାଇବା ପରେ ଓଡ୍ରାଫ ଟିମ ସହାୟତା ନିଆଯାଇଥିଲା।  ଆଜି ବିଜୟଙ୍କ କ୍ଷତାକ୍ତ ମୃତ […]

kendrapada

kendrapada

Rakesh Mallick
  • Published: Thursday, 07 June 2018
  • Updated: 07 June 2018, 10:36 PM IST

Sports

Latest News

ଆଳି (ବନମାଳି ସାହୁ): କେନ୍ଦ୍ରାପଡାରେ ପୁଣି ଥରେ କୁମ୍ଭୀର ଆତଙ୍କ ଦେଖା ଦେଇଛି। ଗତକାଲି କୁମ୍ଭୀର ଆକ୍ରମଣରୁ ଜଣେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଆଜି ରାଜନଗର ବ୍ଲକର ମାଟିଆ ମଙ୍ଗଳା ନିକଟରୁ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ନାଁ ବିଜୟ ପାତ୍ର। ସେ ଗତକାଳି ବ୍ରାହ୍ମଣୀ ନଦୀ କୂଳରେ ଗାଈ ଚରାଉଥିବା ବେଳେ ନିଖୋଜ ହୋଇଯାଇଥିଲେ।

ପରିବାର ଲୋକ ପ୍ରଶାସନକୁ ଜଣାଇବା ପରେ ଓଡ୍ରାଫ ଟିମ ସହାୟତା ନିଆଯାଇଥିଲା।  ଆଜି ବିଜୟଙ୍କ କ୍ଷତାକ୍ତ ମୃତ ଶରୀର ଉଦ୍ଧାର  କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story