ହକି ଖେଳ ଦେଖିବାକୁ ଯାଇଥିଲେ, ଫେରିଲା ମୃତଦେହ

ବୀରମିତ୍ରପୁର(ରାକେଶ ସାହୁ): ହକି ଟୁର୍ଣ୍ଣାମେଣ୍ଟ ଦେଖିବାକୁ ଯାଇଥିଲେ। ହେଲେ ଘରକୁ ଫେରିଲା ମୃତଦେହ। ଏପରି ଅଭାବନୀୟ ଘଟଣା ସୁନ୍ଦରଗଡ଼ ଜିଲ୍ଲା ରାଏବଗା ଥାନା ଅଞ୍ଚଳରେ ଘଟିଛି। ଯୁବକଙ୍କର କେମିତି ମୃତ୍ୟୁ ହେଲା, ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ରାଏବଗା ଥାନା କାଦୋବାହାଲରେ ଚାଲିଥିଲା ହକି ଟୁର୍ଣ୍ଣାମେଣ୍ଟ। ଗୁରୁବାର ମଧ୍ୟାହ୍ନରେ ବୀରମିତ୍ରପୁର ଥାନା କୁମଝରିଆ ପଞ୍ଚାୟତ ଭଦରପୁର ଗାଁର ଜୋନ କାଣ୍ଡୁଲାନା(୪୫) ଖେଳ […]

Birmitrapur

Birmitrapur

Manoranjan Sial
  • Published: Friday, 19 November 2021
  • Updated: 19 November 2021, 04:34 PM IST

Sports

Latest News

ବୀରମିତ୍ରପୁର(ରାକେଶ ସାହୁ): ହକି ଟୁର୍ଣ୍ଣାମେଣ୍ଟ ଦେଖିବାକୁ ଯାଇଥିଲେ। ହେଲେ ଘରକୁ ଫେରିଲା ମୃତଦେହ। ଏପରି ଅଭାବନୀୟ ଘଟଣା ସୁନ୍ଦରଗଡ଼ ଜିଲ୍ଲା ରାଏବଗା ଥାନା ଅଞ୍ଚଳରେ ଘଟିଛି। ଯୁବକଙ୍କର କେମିତି ମୃତ୍ୟୁ ହେଲା, ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

ରାଏବଗା ଥାନା କାଦୋବାହାଲରେ ଚାଲିଥିଲା ହକି ଟୁର୍ଣ୍ଣାମେଣ୍ଟ। ଗୁରୁବାର ମଧ୍ୟାହ୍ନରେ ବୀରମିତ୍ରପୁର ଥାନା କୁମଝରିଆ ପଞ୍ଚାୟତ ଭଦରପୁର ଗାଁର ଜୋନ କାଣ୍ଡୁଲାନା(୪୫) ଖେଳ ଦେଖିବାକୁ ଯାଇଥିଲେ। ଖେଳ ସରିବା ପରେ ସମସ୍ତେ ଘରକୁ ଫେରିଲେ। ମାତ୍ର ଜୋନ୍‌ ଘରେ ପହଞ୍ଚି ନ ଥିଲେ। ଯାହାକୁ ନେଇ ପରିବାର ଲୋକ ଚିନ୍ତିତ ଥିଲେ।

ସେପଟେ ରାସ୍ତା ପାର୍ଶ୍ୱରେ ଜୋନ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ରାଏବଗା ଥାନାକୁ ଖବର ଦେଇଥିଲେ। ଥାନା ଅଧିକାରୀ ଅର୍ପିତା ଖଟୁଆ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଥାନା ପକ୍ଷରୁ ପରିବାର ଲୋକଙ୍କ ଖବର ଦିଆଯାଇଥିଲା। ପରିବାର ଲୋକେ ଥାନାରେ ପହଞ୍ଚି ଥିଲେ। ଏହା ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

ତେବେ ଏଠି ପ୍ରଶ୍ନ ଉଠୁଛି ଜୋନଙ୍କର ମୃତ୍ୟୁ କିଭଳି ହେଲା? ସେ ନେଇ ତଦନ୍ତ ଜାରି ରଖିଛି ବୋଲି ରାଏବଗା ପୁଲିସ୍‌ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story