ମାଈ ହାତୀ ଓ ଛୁଆର ଗଳିତ ମୃତଦେହ ଉଦ୍ଧାର

<p>କାମାକ୍ଷାନଗର (ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ଜିଲ୍ଲା ମହାବିରୋଡ ରେଞ୍ଜ ପରଜଙ୍ଗ ଚାନ୍ଦପୁର ରଘୁଆବୋଲ ଗାଁ ନିକଟରୁ ୨ ହାତୀଙ୍କ ମୃତଦେହ ଠାବ କରାଯାଇଛି। ତେବେ କେଉଁ କାରଣରୁ ହାତୀ ଦୁଇଟିର ମୃତ୍ୟୁ ହୋଇଛି ସେନେଇ ସ୍ପଷ୍ଟ ହୋଇନି।&nbsp; ଉଭୟ ମାଆ ଓ ଛୁଆ ବୋଲି ଅନୁମାନ କରାଯାଉଛି। ଆଜି ସକାଳେ ରଘୁଆବୋଲ ଗାଁ ପାଖ ଜଙ୍ଗଲରେ ଏହି ଦୁଇ ହାତୀଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। &nbsp;ଖବରପାଇ ଘଟଣାସ୍ଥଳରେ ଡିଏଫଓ&nbsp; ଓ ପଶୁ ଚିକିତ୍ସା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।&nbsp; ତେବେ ୫ ଦିନ ପୂର୍ବରୁ ହାତୀ ଦୁହିଁଙ୍କର ମୃତ୍ୟୁ ହୋଇଥିବା ନେଇ ସନ୍ଦେହ କରାଯାଉଛି।</p>

Ordigital Desk
  • Published: Wednesday, 14 February 2018
  • Updated: 14 February 2018, 03:02 PM IST

Sports

Latest News

<p>କାମାକ୍ଷାନଗର (ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ଜିଲ୍ଲା ମହାବିରୋଡ ରେଞ୍ଜ ପରଜଙ୍ଗ ଚାନ୍ଦପୁର ରଘୁଆବୋଲ ଗାଁ ନିକଟରୁ ୨ ହାତୀଙ୍କ ମୃତଦେହ ଠାବ କରାଯାଇଛି। ତେବେ କେଉଁ କାରଣରୁ ହାତୀ ଦୁଇଟିର ମୃତ୍ୟୁ ହୋଇଛି ସେନେଇ ସ୍ପଷ୍ଟ ହୋଇନି।&nbsp; ଉଭୟ ମାଆ ଓ ଛୁଆ ବୋଲି ଅନୁମାନ କରାଯାଉଛି। ଆଜି ସକାଳେ ରଘୁଆବୋଲ ଗାଁ ପାଖ ଜଙ୍ଗଲରେ ଏହି ଦୁଇ ହାତୀଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। &nbsp;ଖବରପାଇ ଘଟଣାସ୍ଥଳରେ ଡିଏଫଓ&nbsp; ଓ ପଶୁ ଚିକିତ୍ସା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।&nbsp; ତେବେ ୫ ଦିନ ପୂର୍ବରୁ ହାତୀ ଦୁହିଁଙ୍କର ମୃତ୍ୟୁ ହୋଇଥିବା ନେଇ ସନ୍ଦେହ କରାଯାଉଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos