ମିଳିଲା ନିଖୋଜ ବାଳକର ମୃତଦେହ

ନୟାଗଡ଼(ଓଡ଼ିଶା ରିପୋର୍ଟର): ନୟାଗଡ଼ ଗାୟତ୍ରୀ କଲୋନୀରେ ଏକ କୂଅରୁ  ଜଣେ ବାଳକର ମୃତଦେହ ଉଦ୍ଧାର କରାଯାଇଛି।  ତାଙ୍କ ନାଁ ଆଶୁତୋଷ ସ୍ୱାଇଁ। ଗତ ତିନି ଦିନ ହେବ ଆଶୁତୋଷ ନିଖୋଜ ଥିଲେ।  ଆଶୁତୋଷଙ୍କ ମାଆଙ୍କ ପୂର୍ବରୁ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ବାପା  ବାହାରେ ଚାକିରି କରୁଛନ୍ତି। ସେ ତାଙ୍କ ଜେଜେ ମାଆ ଓ ଜେଜେ ବାପାଙ୍କ ପାଖରେ ରଖୁଥିଲେ। କେହି ଦୁର୍ବୃତ୍ତ ଆଶୁତୋଷଙ୍କୁ ହତ୍ୟା କରି କୂଅରେ ଫିଙ୍ଗି ଦେଉଥିବା ତାଙ୍କ ପରିବାର ଲୋକେ ଅଭିଯୋଗ […]

Child death

Rakesh Mallick
  • Published: Saturday, 24 February 2018
  • , Updated: 24 February 2018, 09:35 AM IST

ନୟାଗଡ଼(ଓଡ଼ିଶା ରିପୋର୍ଟର): ନୟାଗଡ଼ ଗାୟତ୍ରୀ କଲୋନୀରେ ଏକ କୂଅରୁ  ଜଣେ ବାଳକର ମୃତଦେହ ଉଦ୍ଧାର କରାଯାଇଛି।  ତାଙ୍କ ନାଁ ଆଶୁତୋଷ ସ୍ୱାଇଁ। ଗତ ତିନି ଦିନ ହେବ ଆଶୁତୋଷ ନିଖୋଜ ଥିଲେ।  ଆଶୁତୋଷଙ୍କ ମାଆଙ୍କ ପୂର୍ବରୁ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ବାପା  ବାହାରେ ଚାକିରି କରୁଛନ୍ତି। ସେ ତାଙ୍କ ଜେଜେ ମାଆ ଓ ଜେଜେ ବାପାଙ୍କ ପାଖରେ ରଖୁଥିଲେ। କେହି ଦୁର୍ବୃତ୍ତ ଆଶୁତୋଷଙ୍କୁ ହତ୍ୟା କରି କୂଅରେ ଫିଙ୍ଗି ଦେଉଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

Related story