କୁମ୍ଭୀରର ମୃତଦେହ ଉଦ୍ଧାର

ଆଳି (ବନମାଳି ସାହୁ): କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ବଲତର ଘାଟ ନିକଟରୁ ଏକ କୁମ୍ଭୀରର ମୃତଦେହ ଉଦ୍ଧାର କରାଯାଇଛି। ଖରସ୍ରୋତା ନଦୀ କୂଳରୁ ଏହି ମୃତଦେହ ମିଳିଥିଲା। ମୃତ କୁମ୍ଭୀରର ଲମ୍ୱ ପ୍ରାୟ ୫ ଫୁଟ୍‌ ହେବ। ଆଜି ସକାଳେ ସ୍ଥାନୀୟ ଲୋକେ ପ୍ରଥମେ କୁମ୍ଭୀରର ମୃତଦେହ ଭାସୁଥିବା ଦେଖିଥିଲେ। ଏନେଇ ସେମାନେ ରାଜନଗର ସ୍ଥିତ ବନବିଭାଗ ଅଫିସ୍‌କୁ ଖବର ଦେଇଥିଲେ। ବନ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ତେବେ କେଉଁ […]

crocodile

crocodile

Jitendra Garnayak
  • Published: Friday, 19 April 2019
  • Updated: 19 April 2019, 10:13 AM IST

Sports

Latest News

ଆଳି (ବନମାଳି ସାହୁ): କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ବଲତର ଘାଟ ନିକଟରୁ ଏକ କୁମ୍ଭୀରର ମୃତଦେହ ଉଦ୍ଧାର କରାଯାଇଛି। ଖରସ୍ରୋତା ନଦୀ କୂଳରୁ ଏହି ମୃତଦେହ ମିଳିଥିଲା। ମୃତ କୁମ୍ଭୀରର ଲମ୍ୱ ପ୍ରାୟ ୫ ଫୁଟ୍‌ ହେବ।

ଆଜି ସକାଳେ ସ୍ଥାନୀୟ ଲୋକେ ପ୍ରଥମେ କୁମ୍ଭୀରର ମୃତଦେହ ଭାସୁଥିବା ଦେଖିଥିଲେ। ଏନେଇ ସେମାନେ ରାଜନଗର ସ୍ଥିତ ବନବିଭାଗ ଅଫିସ୍‌କୁ ଖବର ଦେଇଥିଲେ।

ବନ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ତେବେ କେଉଁ ପରିସ୍ଥିତିରେ କୁମ୍ଭୀରର ମୃତ୍ୟୁ ଘଟିଲା, ତାହା ସ୍ପଷ୍ଟ ହୋଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story