ରେଳ ଧାରଣାରେ ପଡ଼ିଥିଲା ଡାକ୍ତରଙ୍କ ମୃତଦେହ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଷ୍ଟେସନ୍ର ୧ନଂ ପ୍ଲାଟଫର୍ମର ରେଳ ଧାରଣାରୁ ଜଣେ ଅବସରପ୍ରାପ୍ତ ଡାକ୍ତରଙ୍କ ମୃତଦେହକୁ ଆଜି ଉଦ୍ଧାର କରାଯାଇଛି। ତାଙ୍କ ନାଁ ରବୀନ୍ଦ୍ରନାଥ ରଥ।
ରବୀନ୍ଦ୍ର ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ରେ ଆଡ୍ହକ୍ ଡାକ୍ତର ଭାବେ କାର୍ଯ୍ୟରତ ଥିଲେ।
ଆହୁରି ପଢ଼ନ୍ତୁ
ଟ୍ରେନ୍ରୁ ଖସି ତାଙ୍କର ମୃତ୍ୟୁ ହୋଇଛି ନା ଆଉ କିଛି କାରଣରୁ ହୋଇଛି, ତାହା ସ୍ପଷ୍ଟ ହୋଇ ନାହିଁ।
ପୁଲିସ୍ ଘଟଣାର ତଦନ୍ତ କରୁଛି।