ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବଲାଙ୍ଗିର ସହର ରାମେଶ୍ୱରନଗର ପଡ଼ାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଟାଉନ୍ ପୋଲିସ୍ ତାଙ୍କ ମୃତଦେହକୁ ଉଦ୍ଧାର କରିଛି। ତାଙ୍କ ନାଁ ପ୍ରହଲ୍ଲାଦ ମିଶ୍ର। ସେ ବାହା ହୋଇଥିଲେ ଓ ତାଙ୍କର ଝିଅଟିଏ ମଧ୍ୟ ଅଛି। ପାରିବାରିକ କଳହରୁ ସେ ଆତ୍ମହତ୍ୟା କରିଛନ୍ତି ବୋଲି ସନ୍ଦେହ କରାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ମାସ ହେଲା ସେ ଭଡ଼ା ଘରେ ଏକା ରହୁଥିଲେ। କୌଣସି କାରଣରୁ ଝଗଡ଼ା ହେବା ପରେ […]

died

died

Rakesh Mallick
  • Published: Friday, 29 June 2018
  • Updated: 29 June 2018, 10:03 AM IST

Sports

Latest News

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବଲାଙ୍ଗିର ସହର ରାମେଶ୍ୱରନଗର ପଡ଼ାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଟାଉନ୍ ପୋଲିସ୍ ତାଙ୍କ ମୃତଦେହକୁ ଉଦ୍ଧାର କରିଛି। ତାଙ୍କ ନାଁ ପ୍ରହଲ୍ଲାଦ ମିଶ୍ର। ସେ ବାହା ହୋଇଥିଲେ ଓ ତାଙ୍କର ଝିଅଟିଏ ମଧ୍ୟ ଅଛି। ପାରିବାରିକ କଳହରୁ ସେ ଆତ୍ମହତ୍ୟା କରିଛନ୍ତି ବୋଲି ସନ୍ଦେହ କରାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ମାସ ହେଲା ସେ ଭଡ଼ା ଘରେ ଏକା ରହୁଥିଲେ। କୌଣସି କାରଣରୁ ଝଗଡ଼ା ହେବା ପରେ ତାଙ୍କ ସ୍ତ୍ରୀ ତାଙ୍କ ବାପ ଘରକୁ ପଳାଇଥିଲେ। ଏହା ପରେ ପ୍ରହଲ୍ଲାଦ ମଧ୍ୟ ତାଙ୍କ ବାପାଙ୍କ ଘର ଛାଡ଼ି ଭଡ଼ା ଘରେ ରହୁଥିଲେ। ତାଙ୍କ ଘର ଲୋକେ ତାଙ୍କ ସହ ଯୋଗାଯୋଗ କରିବାକୁ ତିନି ଦିନ ହେଲା ଫୋନ୍ କରୁଥିଲେ। ତେବେ ସେ କଲ୍ ରିସିଭ୍ କରୁ ନଥିଲେ। ସନ୍ଦେହ ହେବାରୁ ସେମାନେ ପ୍ରହଲ୍ଲାଦଙ୍କ ଭଡ଼ା ଘରକୁ ଆସିଥିଲେ। ଘର ଭିତରୁ ଗନ୍ଧ ବାହାରୁ ଥିବାରୁ ସେମାନେ ପୋଲିସ୍‌କୁ ଖବର ଦେଇଥିଲେ।

ଟାଉନ୍ ଥାନା ପୋଲିସ୍ ସେଠାରେ ପହଞ୍ଚି କବାଟ ଖୋଲିଥିଲା। ଘର ଭିତରୁ ପ୍ରହଲ୍ଲାଦଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ପୋଲିସ୍ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ପାରିବାରିକ କଳହରୁ ସେ ଆତ୍ମହତ୍ୟା କରିଥିବା ନେଇ ସଂପର୍କୀୟମାନେ ସନ୍ଦେହ କରୁଥିବା ବେଳେ ପୋଲିସ୍ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story