ପେଟ୍ରୋଲ୍ ପମ୍ପ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବୀରମିତ୍ରପୁର (ରାକେଶ ସାହୁ): ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ପୌରାଞ୍ଚଳର ବ୍ୟାଙ୍କ କଲୋନୀରେ ଥିବା ଏକ ପେଟ୍ରୋଲ ପମ୍ପରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ସେ ସେହି ପେଟ୍ରୋଲ ପମ୍ପରେ ଚାକିରି କରୁଥିଲେ। ମୃତ ଯୁବକଙ୍କ ନାଁ ସୋମରା କୁଜୁର। ତାଙ୍କୁ ୩୫ ବର୍ଷ ହୋଇଥିଲା। ସେହି ପେଟ୍ରୋଲ ପମ୍ପର ବିଶ୍ରାମଗୃହରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲ।। ବୀରମିତ୍ରପୁର ପୁଲିସ୍ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହା ଏକ ଆତ୍ମହତ୍ୟା ନା […]

ambulance1

ambulance1

Jitendra Garnayak
  • Published: Sunday, 20 December 2020
  • Updated: 20 December 2020, 01:09 PM IST

Sports

Latest News

ବୀରମିତ୍ରପୁର (ରାକେଶ ସାହୁ): ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ପୌରାଞ୍ଚଳର ବ୍ୟାଙ୍କ କଲୋନୀରେ ଥିବା ଏକ ପେଟ୍ରୋଲ ପମ୍ପରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ସେ ସେହି ପେଟ୍ରୋଲ ପମ୍ପରେ ଚାକିରି କରୁଥିଲେ।

ମୃତ ଯୁବକଙ୍କ ନାଁ ସୋମରା କୁଜୁର। ତାଙ୍କୁ ୩୫ ବର୍ଷ ହୋଇଥିଲା। ସେହି ପେଟ୍ରୋଲ ପମ୍ପର ବିଶ୍ରାମଗୃହରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲ।।

ବୀରମିତ୍ରପୁର ପୁଲିସ୍ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହା ଏକ ଆତ୍ମହତ୍ୟା ନା ହତ୍ୟା ଘଟଣା, ତାହା ଜଣାପଡ଼ିନି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ କାରଣ ଜଣାପଡ଼ିବ ବୋଲି ପୁଲିସ୍ କହିଛି। ଏହା ସହିତ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ପୁଲିସ୍ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story