ଶିଶୁକନ୍ୟାକୁ ଗଛମୂଳେ ଫିଙ୍ଗିଦେଲେ

ଆସିକା(ଓଡ଼ିଶା ରିପୋର୍ଟର): ପୁଣି ଅଲୋଡା ହୋଇଛି ଶିଶୁ କନ୍ୟା। ଗଛମୂଳରେ ଫିଙ୍ଗିଦେଲେ ଆତ୍ମୀୟସ୍ୱଜନ। ଶିଶୁ କନ୍ୟାର ପରିଚୟ ଜଣାପଡ଼ି ନାହିଁ। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଆସିକାରେ। ବାଘୁଆ ସେତୁ ନିକଟରେ ଥିବା ଏକ ଗଛ ମୂଳରୁ ଏହି ଶିଶୁକନ୍ୟାର ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହଟିକୁ ଦେଖିଲେ ଜଣାପଡ଼ୁଛି ଶିଶୁଟି ନବଜାତ। ଆସିକା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି।

deadbody

Jitendra Garnayak
  • Published: Thursday, 08 November 2018
  • , Updated: 08 November 2018, 01:29 PM IST

ଆସିକା(ଓଡ଼ିଶା ରିପୋର୍ଟର): ପୁଣି ଅଲୋଡା ହୋଇଛି ଶିଶୁ କନ୍ୟା। ଗଛମୂଳରେ ଫିଙ୍ଗିଦେଲେ ଆତ୍ମୀୟସ୍ୱଜନ।

ଶିଶୁ କନ୍ୟାର ପରିଚୟ ଜଣାପଡ଼ି ନାହିଁ। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଆସିକାରେ।

ବାଘୁଆ ସେତୁ ନିକଟରେ ଥିବା ଏକ ଗଛ ମୂଳରୁ ଏହି ଶିଶୁକନ୍ୟାର ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହଟିକୁ ଦେଖିଲେ ଜଣାପଡ଼ୁଛି ଶିଶୁଟି ନବଜାତ।

ଆସିକା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି।

Related story