ହଡ଼ାସେତୁରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଖୋର୍ଦ୍ଧା: ଖୋର୍ଦ୍ଧା ବୋଲଗଡ଼ ଥାନା ହଡାସେତୁରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି।  ମୃତ ମହିଳାଙ୍କ ପରିଚୟ ମିଳିନଥିବା ବେଳେ ମୃତଦେହଟି ୨ ଦିନ ତଳର ହୋଇଥିବାର ଅନୁମାନ କରାଯାଉଛି । ଆଜି କାଳୀଗିରି ନଦୀର ହଡାସେତୁରେ ଜଣେ ମହିଳାଙ୍କ ମୃତଦେହ ଭାସୁଥିବା ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ତେବେ କେଉଁ କାରଣରୁ ମହିଳାଙ୍କ ମୃତ୍ୟୁ ଘଟିଛି ତାହ ଜଣା ପଡ଼ି ନାହିଁ।  

biur

Rakesh Mallick
  • Published: Friday, 13 October 2017
  • , Updated: 13 October 2017, 02:57 PM IST

Related story