ଅଖା ଭିତରୁ ବାହାରିଲା ମହିଳାଙ୍କ ମୃତଦେହ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ଅଖା ଭିତରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଧରୁଆପାଲି ଲୋୟର ଶୁକତେଲ୍ ନଦୀ ଭିତରୁ ଜଣେ ମହିଳାଙ୍କ ମୃତଦେହକୁ ଏଭଳି ଅବସ୍ଥାରେ ଉଦ୍ଧାର କରିଛି ପୋଲିସ। ସଂପୃକ୍ତ ମହିଳାଙ୍କ ପରିଚୟ ମିଳିପାରି ନାହିଁ। ତାଙ୍କୁ ହତ୍ୟା କରାଯାଇଥିବା ଆଶଙ୍କା କରାଯାଉଛି। ତେବେ କିଏ ଏବଂ କାହିଁକି ତାଙ୍କୁ ଏଭଳି ଅବସ୍ଥାରେ ହତ୍ୟାକରି ଫିଙ୍ଗିଲା, ସେନେଇ ପୋଲିସ ଖୋଳତାଡ଼ ଜାରି ରଖିଛି।  

45

45

Rakesh Mallick
  • Published: Monday, 04 June 2018
  • Updated: 04 June 2018, 09:49 AM IST

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ଅଖା ଭିତରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଧରୁଆପାଲି ଲୋୟର ଶୁକତେଲ୍ ନଦୀ ଭିତରୁ ଜଣେ ମହିଳାଙ୍କ ମୃତଦେହକୁ ଏଭଳି ଅବସ୍ଥାରେ ଉଦ୍ଧାର କରିଛି ପୋଲିସ।

ସଂପୃକ୍ତ ମହିଳାଙ୍କ ପରିଚୟ ମିଳିପାରି ନାହିଁ। ତାଙ୍କୁ ହତ୍ୟା କରାଯାଇଥିବା ଆଶଙ୍କା କରାଯାଉଛି। ତେବେ କିଏ ଏବଂ କାହିଁକି ତାଙ୍କୁ ଏଭଳି ଅବସ୍ଥାରେ ହତ୍ୟାକରି ଫିଙ୍ଗିଲା, ସେନେଇ ପୋଲିସ ଖୋଳତାଡ଼ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story