ଜିମ୍ ଭିତରେ ଝୁଲନ୍ତା ମୃତଦେହ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରର କଳ୍ପନା ଛକ ସ୍ଥିତ ଏକ ଜିମ୍ ଭିତରୁ ଗୋଟିଏ ଝୁଲନ୍ତା ମୃତଦେହକୁ ଜବତ କରିଛି ପୁଲିସ୍‌। ମୃତ ଯୁବକଙ୍କ ନାଁ ରଞ୍ଜିତ ନାୟକ। ସେ ଭୁବନେଶ୍ୱରର ୟୁନିଟ୍‌ ୬ ଅଞ୍ଚଳରେ ରହୁଥିଲେ। ସେ ଏହି ଜିମ୍‌ରେ ସିକ୍ୟୁରିଟିଗାର୍ଡ ଭାବେ କାର୍ଯ୍ୟ କରୁଥିଲେ। ରଞ୍ଜିତଙ୍କ ମୃତ୍ୟୁ କେମିତି ହେଲା, ସେ ନେଇ ପୁଲିସ୍ ଖୋଳତାଡ଼ ଜାରି ରଖିଛି। ଅନ୍ୟପକ୍ଷରେ ରଞ୍ଜିତଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। […]

dead

dead

Jitendra Garnayak
  • Published: Tuesday, 01 June 2021
  • Updated: 01 June 2021, 12:20 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରର କଳ୍ପନା ଛକ ସ୍ଥିତ ଏକ ଜିମ୍ ଭିତରୁ ଗୋଟିଏ ଝୁଲନ୍ତା ମୃତଦେହକୁ ଜବତ କରିଛି ପୁଲିସ୍‌।

ମୃତ ଯୁବକଙ୍କ ନାଁ ରଞ୍ଜିତ ନାୟକ। ସେ ଭୁବନେଶ୍ୱରର ୟୁନିଟ୍‌ ୬ ଅଞ୍ଚଳରେ ରହୁଥିଲେ। ସେ ଏହି ଜିମ୍‌ରେ ସିକ୍ୟୁରିଟିଗାର୍ଡ ଭାବେ କାର୍ଯ୍ୟ କରୁଥିଲେ।

ରଞ୍ଜିତଙ୍କ ମୃତ୍ୟୁ କେମିତି ହେଲା, ସେ ନେଇ ପୁଲିସ୍ ଖୋଳତାଡ଼ ଜାରି ରଖିଛି। ଅନ୍ୟପକ୍ଷରେ ରଞ୍ଜିତଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଇଥିବା ସେମାନେ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story