ପୁଅର ଶବ ମିଳିଲା, ବାପା ମିଳୁନାହାନ୍ତି

ବାଲିଗୁଡ଼ା(ଓଡ଼ିଶା ରିପୋର୍ଟର):ଲଗାଣ ବର୍ଷାରେ ଭାସିଗଲେ ବାପ-ପୁଅ। ଗତ ୬ ତାରିଖରେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ବିଲାମାଳ ପଂଚାୟତର ମାଣ୍ଡିମାସ୍କା ଗାଁର ବାପା ଦୀନ ମାଝୀ ଓ ନିଜ ପୁଅ ପୁରେନ୍ଦ୍ର ମାଝି ବନ୍ୟାଜଳରେ ଭାସିଯାଇ ଥିଲେ। ତେବେ ପୁଅର ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ବାପା ନିଖୋଜ୍‌ ଅଛନ୍ତି। ଗତ ୬ ତାରିଖରେ ଉଭୟ ବାପ-ପୁଅ ଚାଷ କାମ ସାରି ଘରକୁ ଫେରୁଥିଲେ। ଏହି ସମୟରେ ପ୍ରବଳ ବର୍ଷା ପାଣିରେ ଭାସି ଯାଇ ନିଖୋଜ […]

dsp-1

dsp-1

Tapas Behera
  • Published: Thursday, 08 August 2019
  • Updated: 08 August 2019, 06:14 PM IST

ବାଲିଗୁଡ଼ା(ଓଡ଼ିଶା ରିପୋର୍ଟର):ଲଗାଣ ବର୍ଷାରେ ଭାସିଗଲେ ବାପ-ପୁଅ। ଗତ ୬ ତାରିଖରେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ବିଲାମାଳ ପଂଚାୟତର ମାଣ୍ଡିମାସ୍କା ଗାଁର ବାପା ଦୀନ ମାଝୀ ଓ ନିଜ ପୁଅ ପୁରେନ୍ଦ୍ର ମାଝି ବନ୍ୟାଜଳରେ ଭାସିଯାଇ ଥିଲେ। ତେବେ ପୁଅର ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ବାପା ନିଖୋଜ୍‌ ଅଛନ୍ତି। ଗତ ୬ ତାରିଖରେ ଉଭୟ ବାପ-ପୁଅ ଚାଷ କାମ ସାରି ଘରକୁ ଫେରୁଥିଲେ।

ଏହି ସମୟରେ ପ୍ରବଳ ବର୍ଷା ପାଣିରେ ଭାସି ଯାଇ ନିଖୋଜ ହୋଇଥିଲେ। ଏ ନେଇ ବେଲଘର ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ଉଭୟଙ୍କର କୌଣସି ପତ୍ତା ମିଳିନ ଥିଲା। ୩ ଦିନ ପରେ ନିଖୋଜ ପୁଅ ପୁରେନ୍ଦ୍ର ମାଝୀର ଗଳିତ ଶବକୁ ଆଜି କନ୍ଧମାଳ ଓ ରାୟଗଡା ସୀମାନ୍ତ ଏକ ନାଳରୁ ଉଦ୍ଧାର କରାଯାଇଛି । କିନ୍ତୁ ବାପା ଦିନ ମାଝିଙ୍କର କୌଣସି ସନ୍ଧାନ ମିଳିନଥିବା ବେଲଘର ଥାନା ତରଫରୁ କୁହାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story