ଟ୍ରେନରେ କଟିଗଲେ ନରେଶ

ରାଇରଙ୍ଗପୁର(ରାଜେଶ ଶର୍ମା): ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ରେଳ ଷ୍ଟେସନରେ ଟ୍ରେନରେ କଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ନରେଶ ମହାନ୍ତି। ତାଙ୍କ ବୟସ ୬୦ବର୍ଷ। ଆଜି ସକାଳେ ନରେଶ ରେଳ ଟ୍ରାକ୍‌ ପାର୍ଶ୍ୱରେ  ଠିଆ ହୋଇଥିବା ବେଳେ ଟାଟା- ବାଦାମପାହାଡ଼ ପାସେଞ୍ଜର ତାଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

deadbody,,,

Tapaswini Nayak
  • Published: Friday, 22 November 2019
  • , Updated: 22 November 2019, 10:31 AM IST

ରାଇରଙ୍ଗପୁର(ରାଜେଶ ଶର୍ମା): ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ରେଳ ଷ୍ଟେସନରେ ଟ୍ରେନରେ କଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ନରେଶ ମହାନ୍ତି। ତାଙ୍କ ବୟସ ୬୦ବର୍ଷ।

ଆଜି ସକାଳେ ନରେଶ ରେଳ ଟ୍ରାକ୍‌ ପାର୍ଶ୍ୱରେ  ଠିଆ ହୋଇଥିବା ବେଳେ ଟାଟା- ବାଦାମପାହାଡ଼ ପାସେଞ୍ଜର ତାଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

Related story