ରାସ୍ତା କଡ଼ରୁ ମିଳିଲା ମୃତଦେହ

ରାଉରକେଲା(ପବନ ତିୱାରୀ):ରାଉରକେଲାରେ ଖୁଲମଖୁଲା ଅପରାଧ ଘଟଣା ବଢ଼ିଚାଲିଥିବା ବେଳେ ଅପରାଧିର ଟେର ପାଉନି ପୁଲିସ୍‌। ଗତରାତିରେ ଗୁଳିମାଡ଼ କରି ଜଣେ ସୁନା ଦୋକାନୀଙ୍କୁ ହତ୍ୟା କରାଯାଇଥିବା ବେଳେ ଆଜି ସକାଳୁ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ରାସ୍ତା କଡ଼ରୁ ଉଦ୍ଧାର ହୋଇଛି । ଉଭୟ ଘଟଣାରେ ଅଭିଯୁକ୍ତର ଟେର ପାଉନି ପୁଲିସ୍‌। ସୂଚନାଯୋଗ୍ୟ, ବନ୍ଧମୁଣ୍ଡା ଥାନା ମିଲନନଗର ନିକଟ ରାସ୍ତାକଡ଼ରେ ଆଜି ସକାଳୁ ଜଣେ ବ୍ୟକ୍ତିଙ୍କ  ମୃତଦେହର ପଡ଼ିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ମୃତଦେହ ମୁଣ୍ଡରେ ଆଘାତ […]

deadbody

deadbody

Niharika Rout
  • Published: Saturday, 19 December 2020
  • Updated: 19 December 2020, 09:49 AM IST

Sports

Latest News

ରାଉରକେଲା(ପବନ ତିୱାରୀ):ରାଉରକେଲାରେ ଖୁଲମଖୁଲା ଅପରାଧ ଘଟଣା ବଢ଼ିଚାଲିଥିବା ବେଳେ ଅପରାଧିର ଟେର ପାଉନି ପୁଲିସ୍‌। ଗତରାତିରେ ଗୁଳିମାଡ଼ କରି ଜଣେ ସୁନା ଦୋକାନୀଙ୍କୁ ହତ୍ୟା କରାଯାଇଥିବା ବେଳେ ଆଜି ସକାଳୁ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ରାସ୍ତା କଡ଼ରୁ ଉଦ୍ଧାର ହୋଇଛି । ଉଭୟ ଘଟଣାରେ ଅଭିଯୁକ୍ତର ଟେର ପାଉନି ପୁଲିସ୍‌।

ସୂଚନାଯୋଗ୍ୟ, ବନ୍ଧମୁଣ୍ଡା ଥାନା ମିଲନନଗର ନିକଟ ରାସ୍ତାକଡ଼ରେ ଆଜି ସକାଳୁ ଜଣେ ବ୍ୟକ୍ତିଙ୍କ  ମୃତଦେହର ପଡ଼ିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ମୃତଦେହ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ପାଖରେ ଏକ ରକ୍ତ ଲାଗିଥିବା ପଥର ପଡ଼ି ରହିଛି।  ଉକ୍ତ ପଥରରେ ଛେଚି ଯୁବକଙ୍କୁ ହତ୍ୟା କରଯାଇଥିବା ଅନୁମାନ କରାଯାଉଛି। ଯୁବକଜଣଙ୍କ ପରିଚୟ ମିଳିପାରିନି। ମୃତଦେହକୁ ଉଦ୍ଧାର କରି ତଦନ୍ତ ଚଲାଇଛି ପୋଲିସ୍ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story