ବଲାଙ୍ଗିର ଛାତ୍ର କଂଗ୍ରେସ ସଭାପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Ordigital Desk
  • Published: Thursday, 10 May 2018
  • , Updated: 10 May 2018, 02:05 PM IST
<p>ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ବଲାଙ୍ଗିର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବୀରମୁଣ୍ଡା ଗାଁରେ ବଲାଙ୍ଗିର ଛାତ୍ର କଂଗ୍ରେସ ସଭାପତି ସୁଶାନ୍ତ ମିଶ୍ରଙ୍କ ମୃତଦେହ ତାଙ୍କ ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ସୁଶାନ୍ତ ଆତ୍ମହତ୍ୟା କରିଥିବାର ଅନୁମାନ କରାଯାଉଛି। ତେବେ ଆତ୍ମହତ୍ୟା ପଛର କାରଣ କ&#039;ଣ ସେ ନେଇ କିଛି ଜଣାପଡ଼ିନି। ରାଜନୈତିକ ହିଂସାକୁ ନେଇ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ &nbsp;ଅଭିଯୋଗ କରିଛନ୍ତି।</p> <p>ବଲାଙ୍ଗିର ପୋଲିସ ଘଟଣାର ତଦନ୍ତ କରୁଛି। ଘର ନିକଟରେ ଏକ ସ୍କୁଟର ଓ ମଦ ବୋତଲ ପଡ଼ିଥିବା ଦେଖିବାକୁ ମିଳିଥିବାରୁ ଏହା ପଛରେ ଆଉ କି କାରଣ ରହିଛି ତାକୁ ନେଇ ପୋଲିସ ତନାଘନା କରୁଛି।</p>

Related story