ବୈଜୟନ୍ତଙ୍କ ଉଦ୍ୟମରେ ଦୁବାଇରୁ ଆସିଲା ଓଡ଼ିଆ ଯୁବକଙ୍କ ମରଶରୀର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଦୁବାଇରେ ଫସି ରହିଥିବା ନାରାୟଣ ରାଉତଙ୍କ ମରଶରୀର ଆଜି ଓଡ଼ିଶାରେ ପହଞ୍ଚିଛି। ନାରାୟଣଙ୍କ ମରଶରୀର ଯେମିତି ତାଙ୍କ ଜନ୍ମମାଟିରେ ପହଞ୍ଚି ପାରିବ, ସେଥିପାଇଁ ବୈଜୟନ୍ତ ଦୁବାଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଚିଠି ଲେଖି ନିବେଦନ କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଚକିବା ଗାଁର ପୂର୍ଣ୍ଣଚନ୍ଦ୍ର ରାଉତଙ୍କ ବଡ଼ ପୁଅ ନାରାୟଣ ରାଉତ ୨ ବର୍ଷ ହେଲା ଦୁଇବାର ଆବୁଧାବିରେ ଏକ ଘରୋଇ କମ୍ପାନୀରେ […]

Deadbody

Deadbody

Jitendra Garnayak
  • Published: Thursday, 23 December 2021
  • Updated: 23 December 2021, 06:35 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଦୁବାଇରେ ଫସି ରହିଥିବା ନାରାୟଣ ରାଉତଙ୍କ ମରଶରୀର ଆଜି ଓଡ଼ିଶାରେ ପହଞ୍ଚିଛି। ନାରାୟଣଙ୍କ ମରଶରୀର ଯେମିତି ତାଙ୍କ ଜନ୍ମମାଟିରେ ପହଞ୍ଚି ପାରିବ, ସେଥିପାଇଁ ବୈଜୟନ୍ତ ଦୁବାଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଚିଠି ଲେଖି ନିବେଦନ କରିଥିଲେ।

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଚକିବା ଗାଁର ପୂର୍ଣ୍ଣଚନ୍ଦ୍ର ରାଉତଙ୍କ ବଡ଼ ପୁଅ ନାରାୟଣ ରାଉତ ୨ ବର୍ଷ ହେଲା ଦୁଇବାର ଆବୁଧାବିରେ ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ। କୌଣସି କାରଣରୁ ଗତ ୧୨ ତାରିଖରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ମୃତଶରୀର ସେଠାରୁ ଫେରାଇ ଆଣିବା ପାଇଁ ପରିବାର ଲୋକେ ଶ୍ରୀ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ଏହା ପରେ ଦୁବାଇର ଅବସ୍ଥାପିତ ଭାରତୀୟ ରାଷ୍ଟୟଦୂତଙ୍କ ସହିତ ଯୋଗାଯୋଗ କରି ଆବଶ୍ୟକୀୟ କାଗଜପତ୍ର ଦିଆଯାଇଥିଲା। ଆଉ ଶେଷରେ ଆଜି ନାରାୟଣଙ୍କ ମୃତଦେହ ଓଡ଼ିଶାରେ ପହଞ୍ଚିଥିଲା।

ଭୁବନେଶ୍ୱର ବିମାନ ବନ୍ଦରରେ ନାରାୟଣଙ୍କ ମରଶରୀର ପହଞ୍ଚିବା ପରେ ଶ୍ରୀ ପଣ୍ଡାଙ୍କ କାର୍ଯ୍ୟାଳୟ ତରଫରୁ ତାଙ୍କୁ ସେଠାରେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ସେଠାରେ ମରଶରୀରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story