ଗୋପାଳପୁର ସମୁଦ୍ରରୁ ମିଳିଲା ମତ୍ସ୍ୟଜୀବୀଙ୍କ ମୃତଦେହ

ବ୍ରହ୍ମପୁର (ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ଗୋପାଳପୁର ସମୁଦ୍ର ବେଳାଭୂମିରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତ ଜଣଙ୍କ ହେଲେ ସତ୍ୟ ସାଇ ବାବା ସାହିର ଜି.ପୋଲେୟା। ତାଙ୍କୁ ଷାଠିଏ ବର୍ଷ ହୋଇଥିଲା। ସେ ମତ୍ସ୍ୟଜୀବୀ ଥିଲେ। ଆଜି ସକାଳେ ଜି.ପୋଲେୟା ଗୋପାଳପୁର ବେଳାଭୂମିକୁ ଯାଇଥିଲେ। ହେଲେ ସେ ଘରକୁ ଫେରିବାର ଡେରି ହେବାରୁ ପରିବାର ଲୋକେ ଖୋଜି ଖୋଜି କରିଥିଲେ। ଏହା ପରେ ବେଳାଭୂମିରୁ ତାଙ୍କ ମୃତଦେହ ମିଳିଥିଲା। ତେବେ ତାଙ୍କର କିଭଳି ମୃତ୍ୟୁ […]

Deadbody

Tapaswini Nayak
  • Published: Thursday, 26 March 2020
  • , Updated: 26 March 2020, 02:03 PM IST

ବ୍ରହ୍ମପୁର (ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ଗୋପାଳପୁର ସମୁଦ୍ର ବେଳାଭୂମିରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତ ଜଣଙ୍କ ହେଲେ ସତ୍ୟ ସାଇ ବାବା ସାହିର ଜି.ପୋଲେୟା। ତାଙ୍କୁ ଷାଠିଏ ବର୍ଷ ହୋଇଥିଲା। ସେ ମତ୍ସ୍ୟଜୀବୀ ଥିଲେ।

ଆଜି ସକାଳେ ଜି.ପୋଲେୟା ଗୋପାଳପୁର ବେଳାଭୂମିକୁ ଯାଇଥିଲେ। ହେଲେ ସେ ଘରକୁ ଫେରିବାର ଡେରି ହେବାରୁ ପରିବାର ଲୋକେ ଖୋଜି ଖୋଜି କରିଥିଲେ। ଏହା ପରେ ବେଳାଭୂମିରୁ ତାଙ୍କ ମୃତଦେହ ମିଳିଥିଲା। ତେବେ ତାଙ୍କର କିଭଳି ମୃତ୍ୟୁ ହୋଇଛି, କାରଣ ଅସ୍ପଷ୍ଟ ହୋଇଛି।

Related story