ଘର ପାଇଁ ସଉଦା କିଣିବାକୁ ଯାଇଥିବା ଯୁବକଙ୍କୁ ହତ୍ୟା!

ଟିଟିଲାଗଡ଼(ମାନସ ରଞ୍ଜନ ମହାପାତ୍ର):ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ଅନ୍ତର୍ଗତ  ବାଗଡେର ଗାଁ ରାସ୍ତାକଡ଼ରୁ ଜଣେ ଯୁବକର ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ନାଁ ରାଜେନ୍ଦ୍ର ଛତର। ତାଙ୍କ ଘର ଘଣ୍ଟାବାହାଲି ଗାଁରେ। ଗତକାଲି ରାତିରେ ସେ ଘର ପାଇଁ ସଉଦା କିଣିବାକୁ ବଜାର ଯାଇଥିଲେ। ହେଲେ ଆଉ ସେ ଘରକୁ ଫେରି ନଥିଲେ। ପାରିପାର୍ଶ୍ୱିକ ସ୍ଥିତିରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ରାଜେନ୍ଦ୍ରଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ […]

murder

murder

Jyoshna Pradhan
  • Published: Thursday, 20 June 2019
  • Updated: 20 June 2019, 10:14 AM IST

Sports

Latest News

ଟିଟିଲାଗଡ଼(ମାନସ ରଞ୍ଜନ ମହାପାତ୍ର):ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ଅନ୍ତର୍ଗତ  ବାଗଡେର ଗାଁ ରାସ୍ତାକଡ଼ରୁ ଜଣେ ଯୁବକର ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ନାଁ ରାଜେନ୍ଦ୍ର ଛତର। ତାଙ୍କ ଘର ଘଣ୍ଟାବାହାଲି ଗାଁରେ।

ଗତକାଲି ରାତିରେ ସେ ଘର ପାଇଁ ସଉଦା କିଣିବାକୁ ବଜାର ଯାଇଥିଲେ। ହେଲେ ଆଉ ସେ ଘରକୁ ଫେରି ନଥିଲେ। ପାରିପାର୍ଶ୍ୱିକ ସ୍ଥିତିରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ରାଜେନ୍ଦ୍ରଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ହତ୍ୟାକାଣ୍ଡର କାରଣ ଜଣାପଡ଼ି ନାହିଁ।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story