ପାହାଡ଼ ଉପରେ ମହିଳାଙ୍କ ଅର୍ଦ୍ଧଦଗ୍ଧ ଗଳିତ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

ପାଲଲହଡା(ରବି ନାରାୟଣ ପ୍ରଧାନ):ଶନିବାର ଅନୁଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡ  ଅନ୍ତର୍ଗତ ଆଲୁରୀ ପଂଚାୟତର ବୁରୁବୁରା ଗ୍ରାମ ନିକଟ କୁଲାଡେରI ଜଙ୍ଗଲ ନିକଟ ପାହାଡ ଉପରେ ଜଣେ ବିବାହିତା ମହିଳାଙ୍କ ଅର୍ଦ୍ଧଦଗ୍ଧ ଗଳିତ ମୃତ ଦେହକୁ ଖମାର ପୋଲିସ ଉଦ୍ଧାର କରିଛି I ମୃତ ମହିଳାଙ୍କ ମୁହଁ ଠାରୁ ଅଣ୍ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ତାଙ୍କର ପ୍ରକୃତ ପରିଚୟ ମିଳିପାରିନାହିଁ I ମିଳିଥିବା ଖବର ଅନୁଯାୟୀ ଶନିବାର ସ୍ଥାନୀୟ ଗ୍ରାମବାସୀ ନିକଟସ୍ଥ ପାହାଡ଼ରେ ଏକ ଗଳିତ […]

fir-in-debagardh

fir-in-debagardh

Tapas Behera
  • Published: Saturday, 09 November 2019
  • Updated: 09 November 2019, 10:23 PM IST

Sports

Latest News

ପାଲଲହଡା(ରବି ନାରାୟଣ ପ୍ରଧାନ):ଶନିବାର ଅନୁଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡ  ଅନ୍ତର୍ଗତ ଆଲୁରୀ ପଂଚାୟତର ବୁରୁବୁରା ଗ୍ରାମ ନିକଟ କୁଲାଡେରI ଜଙ୍ଗଲ ନିକଟ ପାହାଡ ଉପରେ ଜଣେ ବିବାହିତା ମହିଳାଙ୍କ ଅର୍ଦ୍ଧଦଗ୍ଧ ଗଳିତ ମୃତ ଦେହକୁ ଖମାର ପୋଲିସ ଉଦ୍ଧାର କରିଛି I ମୃତ ମହିଳାଙ୍କ ମୁହଁ ଠାରୁ ଅଣ୍ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ତାଙ୍କର ପ୍ରକୃତ ପରିଚୟ ମିଳିପାରିନାହିଁ I

ମିଳିଥିବା ଖବର ଅନୁଯାୟୀ ଶନିବାର ସ୍ଥାନୀୟ ଗ୍ରାମବାସୀ ନିକଟସ୍ଥ ପାହାଡ଼ରେ ଏକ ଗଳିତ ମୃତଦେହ ପଡିରହିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପାଲଲହଡା ଉପଖଣ୍ଡ ପୋଲିସ  ଅଧିକାରୀ ଯଶୋବନ୍ତ ସାମଲ , ଖମାର ଥାନା ଅଧିକାରୀ ନିରୋଦ କୁମାର ଦାସଙ୍କ ନେତୃତ୍ୱ ରେ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳକୁ ଯାଇ ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଥିଲେ। ପରେ ପାଲଲହଡାରୁ ମାଜିଷ୍ଟ୍ରେଟ ତଥା ଅତିରିକ୍ତ ତହସିଲଦାର ସୁମନ ମିଂଜ ଏବଂ ଏକ ଡାକ୍ତରୀ ଦଳ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଥିଲେ। ମହିଳା ଜଣଙ୍କର ମୃତ୍ୟୁ ୮ ରୁ ୧୦ ଦିନ ପୂର୍ବରୁ ହୋଇଥିବା ଅନୁମାନ କରାଯାଉଛି। ତେବେ ଘଟଣାସ୍ଥଳରେ ଵିଭନ୍ନ ସ୍ଥାନରେ ରକ୍ତ ଛିଟା ପଡ଼ିଥିବାରୁ ଏହା ଏକ ସୁସଙ୍ଗଠିତ ହତ୍ୟାକାଣ୍ଡ ବୋଲି ପୋଲିସ ପ୍ରାରମ୍ଭିକ ତଦନ୍ତରୁ ଜାଣିପାରିଛି  I ମୃତଦେହ ଟି ସମ୍ପୂର୍ଣ୍ଣ ସଢ଼ି ଯାଇଥିବାରୁ ଡାକ୍ତରୀ ଟିମ ଘଟଣାସ୍ଥଳ ରେ  ହିଁ ବ୍ୟବଚ୍ଛେଦ କରାଯାଇଥିଲା I

ପ୍ରାରମ୍ଭିକ ପର୍ଯ୍ୟାୟରେ ପୋଲିସ ଏକ ଅପମୃତ୍ୟୁ ମାମଲା 6/19 ରୁଜୁ କରିଥିବାବେଳେ ବ୍ୟବଚ୍ଛେଦ ରିପୋର୍ଟ ଆଧାରରେ ଆଗକୁ ତଦନ୍ତର ଦିଗ ନିର୍ଧାରଣ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀଦାସ ସୂଚନା ଦେଇଛନ୍ତି I ଅନ୍ୟପଟେ 7 ରୁ 8 ଦିନ ତଳେ ଏକ କାର ଏହି ଜଙ୍ଗଲ ନିକଟରେ ରହିଥିବା  ଓ  ଦୁଇଜଣ ପୁରୁଷ ଏବଂ ଜଣେ ମହିଳାଙ୍କୁ ସେହି ପାହାଡ଼ ରାସ୍ତାରେ ଯାଉଥିବା କିଛି ସ୍ଥାନୀୟ ଲୋକ ଦେଖିଥିବା କହିଛନ୍ତି।

ପ୍ରକୃତରେ ଏହି ମୃତ ମହିଳା ଜଣକ ସେହି ମହିଳା ନI  ଅନ୍ୟ କେହି ତଦନ୍ତ ପରେ ହିଁ ଜଣI ପଡ଼ିବ। ତେବେ  ମହିଳାଙ୍କ ମୃତ ଦେହ ୨୦୦ ଫୁଟ ଉଚ୍ଚତା ବିଶିଷ୍ଟ ପାହାଡର ଏକ ପଥର ଖୋଲ ମଧ୍ୟରୁ ଉଦ୍ଧାର ହେବା ଏବଂ ପରିଚୟ ନଷ୍ଟ ପାଇଁ  ଶରୀରର ଅଧା ଅଂଶ ପୋଡିଦେଇଥିବା ସନ୍ଦେହ ଦୃଢ଼ୀଭୂତ ହେଉଛି। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଅଞ୍ଚଳବାସୀ ଅନୁମାନ କରିଛନ୍ତି  I

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story