ବୈଜୟନ୍ତଙ୍କ ହସ୍ତକ୍ଷେପ ପରେ ସାଉଦିରୁ ଫେରିଲା ଓଡ଼ିଆ ଶ୍ରମିକଙ୍କ ମୃତ ଦେହ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସାଉଦି ଆରବରୁ ଆସିଲା ବାଣପୁର ନରେନ୍ଦ୍ର ପଲେଇଙ୍କ ମୃତଦେହ। ଟ୍ୱିଟ୍‌ ଜରିଆରେ ଏହି ସୂଚନା ଦେଇଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା।ମୃତକଙ୍କ ପରିବାରର ଅନୁରୋଧ କ୍ରମେ ଯୋଗାଯୋଗ କରିଥିବା ଏବଂ ଭାରତୀୟ ରାଷ୍ଟ୍ରଦୂତ ଓ ଜେଦାହ କର୍ତ୍ତୃପକ୍ଷ ଏନେଇ ସହଯୋଗ କରିଥିବା ବୈଜୟନ୍ତ ଉଲ୍ଲେଖ କରିଛନ୍ତି । #Odisha ରେ କାମ ନପାଇ ବାଧ୍ୟ ହୋଇ ବାହାରକୁ ଚାଲିଯାଉଥିବା ଓ ଫସିଯାଉଥିବା ଶହଶହ ଓଡ଼ିଆଙ୍କୁ @PandaJay ଫେରାଇ ଆଣିଛନ୍ତି। କିନ୍ତୁ ନୈରାଶ୍ୟଜନକ ଭାବେ ଦିନକୁଦିନ ଏହା […]

odia

odia

Tapas Behera
  • Published: Sunday, 18 November 2018
  • Updated: 19 November 2018, 01:34 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସାଉଦି ଆରବରୁ ଆସିଲା ବାଣପୁର ନରେନ୍ଦ୍ର ପଲେଇଙ୍କ ମୃତଦେହ। ଟ୍ୱିଟ୍‌ ଜରିଆରେ ଏହି ସୂଚନା ଦେଇଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା।ମୃତକଙ୍କ ପରିବାରର ଅନୁରୋଧ କ୍ରମେ ଯୋଗାଯୋଗ କରିଥିବା ଏବଂ ଭାରତୀୟ ରାଷ୍ଟ୍ରଦୂତ ଓ ଜେଦାହ କର୍ତ୍ତୃପକ୍ଷ ଏନେଇ ସହଯୋଗ କରିଥିବା ବୈଜୟନ୍ତ ଉଲ୍ଲେଖ କରିଛନ୍ତି ।

ଏପରି ଘଟଣା ବାରମ୍ବାର ଘଟିବା ପରିତାପର ବିଷୟ ବୋଲି ସେ ଟ୍ୱିଟ୍‌ରେ ଲେଖିଛନ୍ତି ।ଏଥିସହ ଚାକିରି ପାଇଁ ରାଜ୍ୟ ଛାଡ଼ିବାକୁ ସେମାନେ ବାଧ୍ୟ ହୋଇଥାଆନ୍ତି।୪ ନିୟୁତ ଲୋକଙ୍କୁ ନିଯୁକ୍ତି ମିଳୁ ବୋଲି ମଧ୍ୟ ସେ ଦାବି କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ଆୟତପୁର ପଞ୍ଚାୟତ ଗୋପିନାଥପୁର ଗାଁର ନରେନ୍ଦ୍ର ପଲାଇ ଗତ ୧୧ବର୍ଷ ଧରି ଦୁବାଇରେ କାମ କରୁଥିଲେ।

ଗତ ଅକ୍ଟୋବର୨୦ରେ ଏକ ସଡ଼କ ଦୁର୍ଘଟଣାରେ ସେ ପ୍ରାଣ ହରାଇଥିଲେ।ତେବେ ମୃତଦେହ ଆଣିବା ନେଇ ପରିବାର ଲୋକେ ଅସୁବିଧାର ସମ୍ମୁଖୀନ ହେବା ପରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡିଥିଲେ। ଗତକାଲି ରାତିରେ ତାଙ୍କ ମୃତ ଦେହ ପହଞ୍ଚିବା ପରେ ପୁରୀ ସ୍ୱର୍ଗ ଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story