୧୫,୦୦୦ ଟଙ୍କା ଦିଅ, ସ୍ଥାୟୀ ଚାକିରି ନିଅ-ଏଏନ୍‌ଏମଙ୍କ ପାଇଁ କିଏ କରୁଥିଲା ଏମିତି ଡିଲ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୫,୦୦୦ ଟଙ୍କା ଦିଅ। ଚାକିରି ନିଅ। ମାନେ ଜଣକା ୧୫ ହଜାର ଟଙ୍କା ଦେଲେ ସ୍ଥାୟୀ ଚାକିରି ମିଳିବ। ସ୍ଥାୟୀ ଚାକିରି ଦାବି କରି  ଗତ ୪୦ଦିନ ଧରି ଏଏନଏମମାନେ ଧାରଣାରେ ବସିଥିବା ବେଳେ ଏବେ ଏଭଳି ଏକ ଅଡ଼ିଓ ଭାଇରାଲ ହେବାରେ ଲାଗିଛି। ତେବେ କଥୋପକଥନ ହେଉଥିବା ଅଡ଼ିଓରେ ଜଣେ ଏଏନଏମଙ୍କୁ କେହି ଜଣେ ଟଙ୍କା ମାଗୁଥିବା କୁହାଯାଉଛି। ଯାହା ଏବେ ଭାଇରାଲ ହେବାରେ ଲାଗିଛି। ସେପଟେ ପିଏମଜିରେ ଧାରଣା ଦେଇଥିବା ଏଏନଏମମାନଙ୍କୁ […]

jnb

jnb

Tapas Behera
  • Published: Thursday, 07 January 2021
  • Updated: 07 January 2021, 04:32 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୫,୦୦୦ ଟଙ୍କା ଦିଅ। ଚାକିରି ନିଅ। ମାନେ ଜଣକା ୧୫ ହଜାର ଟଙ୍କା ଦେଲେ ସ୍ଥାୟୀ ଚାକିରି ମିଳିବ। ସ୍ଥାୟୀ ଚାକିରି ଦାବି କରି  ଗତ ୪୦ଦିନ ଧରି ଏଏନଏମମାନେ ଧାରଣାରେ ବସିଥିବା ବେଳେ ଏବେ ଏଭଳି ଏକ ଅଡ଼ିଓ ଭାଇରାଲ ହେବାରେ ଲାଗିଛି। ତେବେ କଥୋପକଥନ ହେଉଥିବା ଅଡ଼ିଓରେ ଜଣେ ଏଏନଏମଙ୍କୁ କେହି ଜଣେ ଟଙ୍କା ମାଗୁଥିବା କୁହାଯାଉଛି।

ଯାହା ଏବେ ଭାଇରାଲ ହେବାରେ ଲାଗିଛି। ସେପଟେ ପିଏମଜିରେ ଧାରଣା ଦେଇଥିବା ଏଏନଏମମାନଙ୍କୁ  ତୁରନ୍ତ ଉଠିଯିବା ଲାଗି ପୁଲିସ ସକାଳୁ ସକାଳୁ ଡାକବାଜି ଯନ୍ତ୍ର ମାଧ୍ୟରେ ଜଣାଇଥିଲା। କିନ୍ତୁ ଏହା ପଛର କାରଣ ଉକ୍ତ ଭାଇରାଲ ଅଡ଼ିଓ  ଥିଲା ବୋଲି କୁହାଯାଉଛି। ତେବେ ପ୍ରକୃତରେ କିଏ କାହାକୁ କେତେ ଟଙ୍କା ଦେଇଛି ସେ ନେଇ କିଛି ସ୍ପଷ୍ଟ ଜଣାପଡିନଥିଲା। କିନ୍ତୁ ଅଡ଼ିଡିଓରୁ ସ୍ପଷ୍ଟ ହେଉଛି କି ଜଣେ ବ୍ୟକ୍ତି କହୁଛନ୍ତି କିଛି ଟଙ୍କା ଦେଇ ଧାରଣ ସ୍ଥଳକୁ ଆସ । ଆଉ ୧୫,୦୦୦ ଟଙ୍କା ଦେଲେ ଚାକିରି ସ୍ଥାୟୀ ହେବ ବୋଲି କହୁଥିବା ଶୁଣିବାକୁ ମିଳିଛି।

ଏହି ଅଡ଼ିଓ ଭାଇରାଲ ହେବା ପରେ  କ୍ୟାପିଟାଲ ଥାନା ପୁଲିସ ଧାରଣ ସ୍ଥଳରେ ପହଞ୍ଚି ୩ ଜଣ ଏଏନଏମ କର୍ମୀଙ୍କୁ ଗିରଫ କରିଛି । ଡିସିପିଙ୍କ କହିବା ଅନୁସାରେ ଚାକିରି ଲାଗି କିଛି ଏଏନଏମ କର୍ମୀ ପାଖାପାଖି ଏକ କୋଟି ଟଙ୍କା ଆଦାୟ କରିବାର ଟାର୍ଗେଟ କରିଥିଲେ ଓ ସେମାନଙ୍କ ପାଖରୁ କିଛି ନଗଦ ଟଙ୍କା ବି ଜବତ କରାଯାଇଛି । ଭାଇରାଲ ଅଡ଼ିଡିଓ ଆଧାରରେ ସେମାନଙ୍କୁ ଗିରଫ କରି ଅଧିକ ପଚାରା ଉଚାର ଜାରି ରଖିଛି ପୁଲିସ।ଗୋଟିଏ ପଟେ ସ୍ଥାୟୀ ନିଯୁକ୍ତି ଦାବିରେ ଦୀର୍ଘ ଦେଢ ମାସ ହେଲା ରାଜଧାନୀର ଲୋୟର ପିଏମଜିରେ ସ୍ୱାସ୍ଥ୍ୟ କର୍ମୀ ଆନ୍ଦୋଳନ ଜାରି ରଖିଥିବା ବେଳେ ଆଜିର ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story