ଦେବଗଡ: କମ୍ବିଂ ନାମରେ ସାଧାରଣ ଲୋକଙ୍କୁ ଜୁଲମ ଅଭିଯୋଗ

ଦେବଗଡ: ଗତ ୨ ତାରିଖରେ ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ସରୁଆଳୀ ପଞ୍ଚାୟତ ଅନ୍ତର୍ଗତ ଖୁଣ୍ଟୁଡିହି ଗ୍ରାମରେ ପୋଲିସ ଓ ମାଓବାଦୀ ଗୁଳିବିନିମୟ ପରେ ସମଗ୍ର ଅଞ୍ଚଳରେ ଆତଙ୍କର ବାତାବରଣ ଖେଳିଯାଇଛି । ଗୁଳି ବିନିମୟ ପରେ ପୋଲିସ ଓ ସୁରକ୍ଷା କର୍ମୀମାନେ କମ୍ବିଂ ଅପରେଶନକୁ ଜୋରଦାର କରିଛି । ବିଶେଷ କରି ମର୍ହା,ସରୁଆଳୀ, ଔତଳ, ଖୁଣ୍ଟାଡିହି ଗ୍ରାମରେ ସିଆରପିଏଫ ଓ ପୋଲିସ କମ୍ବିଂ ନାମରେ ଆତଙ୍କ ଚଳାଇଛନ୍ତି ବୋଲି ଗ୍ରାମବାସୀ ଦେବଗଡ ଆସି ଜିଲ୍ଲାପାଳଙ୍କଠାରେ ଲିଖିତ […]

deogarh1

deogarh1

Rakesh Mallick
  • Published: Wednesday, 08 July 2015
  • Updated: 08 July 2015, 11:43 AM IST

ଦେବଗଡ: ଗତ ୨ ତାରିଖରେ ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ସରୁଆଳୀ ପଞ୍ଚାୟତ ଅନ୍ତର୍ଗତ ଖୁଣ୍ଟୁଡିହି ଗ୍ରାମରେ ପୋଲିସ ଓ ମାଓବାଦୀ ଗୁଳିବିନିମୟ ପରେ ସମଗ୍ର ଅଞ୍ଚଳରେ ଆତଙ୍କର ବାତାବରଣ ଖେଳିଯାଇଛି । ଗୁଳି ବିନିମୟ ପରେ ପୋଲିସ ଓ ସୁରକ୍ଷା କର୍ମୀମାନେ କମ୍ବିଂ ଅପରେଶନକୁ ଜୋରଦାର କରିଛି । ବିଶେଷ କରି ମର୍ହା,ସରୁଆଳୀ, ଔତଳ, ଖୁଣ୍ଟାଡିହି ଗ୍ରାମରେ ସିଆରପିଏଫ ଓ ପୋଲିସ କମ୍ବିଂ ନାମରେ ଆତଙ୍କ ଚଳାଇଛନ୍ତି ବୋଲି ଗ୍ରାମବାସୀ ଦେବଗଡ ଆସି ଜିଲ୍ଲାପାଳଙ୍କଠାରେ ଲିଖିତ ଅଭିଯୋଗ କରିଛନ୍ତି । ସେମାନେ ଅଭିଯୋଗରେ ଦର୍ଶଇଛନ୍ତି ଯେ, ପୋଲିସର କାର୍ଯ୍ୟକଳାପ ଯୋଗୁ ଚାଷବାସ କରିପାରୁ ନାହାନ୍ତି । ପିଲାମାନେ ମଧ୍ୟ ସ୍କୁଲ ଯିବାକୁ ଭୟ କରୁଛନ୍ତି । ଜିଲ୍ଲାପାଳ ଏଥିରେ ହସ୍ତକ୍ଷେପ କରିବାକୁ ସେମାନେ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story