ଦେବଗଡ: କମ୍ବିଂ ନାମରେ ସାଧାରଣ ଲୋକଙ୍କୁ ଜୁଲମ ଅଭିଯୋଗ

ଦେବଗଡ: ଗତ ୨ ତାରିଖରେ ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ସରୁଆଳୀ ପଞ୍ଚାୟତ ଅନ୍ତର୍ଗତ ଖୁଣ୍ଟୁଡିହି ଗ୍ରାମରେ ପୋଲିସ ଓ ମାଓବାଦୀ ଗୁଳିବିନିମୟ ପରେ ସମଗ୍ର ଅଞ୍ଚଳରେ ଆତଙ୍କର ବାତାବରଣ ଖେଳିଯାଇଛି । ଗୁଳି ବିନିମୟ ପରେ ପୋଲିସ ଓ ସୁରକ୍ଷା କର୍ମୀମାନେ କମ୍ବିଂ ଅପରେଶନକୁ ଜୋରଦାର କରିଛି । ବିଶେଷ କରି ମର୍ହା,ସରୁଆଳୀ, ଔତଳ, ଖୁଣ୍ଟାଡିହି ଗ୍ରାମରେ ସିଆରପିଏଫ ଓ ପୋଲିସ କମ୍ବିଂ ନାମରେ ଆତଙ୍କ ଚଳାଇଛନ୍ତି ବୋଲି ଗ୍ରାମବାସୀ ଦେବଗଡ ଆସି ଜିଲ୍ଲାପାଳଙ୍କଠାରେ ଲିଖିତ ଅଭିଯୋଗ କରିଛନ୍ତି । ସେମାନେ ଅଭିଯୋଗରେ ଦର୍ଶଇଛନ୍ତି ଯେ, ପୋଲିସର କାର୍ଯ୍ୟକଳାପ ଯୋଗୁ ଚାଷବାସ କରିପାରୁ ନାହାନ୍ତି । ପିଲାମାନେ ମଧ୍ୟ ସ୍କୁଲ ଯିବାକୁ ଭୟ କରୁଛନ୍ତି । ଜିଲ୍ଲାପାଳ ଏଥିରେ ହସ୍ତକ୍ଷେପ କରିବାକୁ ସେମାନେ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ।

ଆହୁରି ପଢ଼ନ୍ତୁ

ରାଜ୍ୟରେ ଆଉ ୧୦  ମୁଣ୍ଡ ନେଲା କରୋନା

ପୁଣି ରେକର୍ଡ ଭାଙ୍ଗିଲା ଆକ୍ରାନ୍ତଙ୍କ ସଂଖ୍ୟା, ରାଜ୍ୟରେ ଦିନକରେ ଚିହ୍ନଟ ହେଲେ ୧୯୭୭ ପଜିଟିଭ

କରୋନା କଟକଣା; ମାତ୍ର ୧୦ ଜଣଙ୍କ ଉପସ୍ଥିତିରେ ପାଳିତ ହେବ ସ୍ୱାଧୀନତା ଦିବସ

ରାସ୍ତା ଉପରେ ଲହଡ଼ି ମାରୁଛି ୩ ଫୁଟର ପାଣି

ପ୍ରଦର୍ଶନୀ ପଡିଆରେ ପାଳିତ ହେବ ସ୍ୱାଧୀନତା ଦିବସ; ସାମିଲ ହେବେ ୧୦୦ ଅତିଥି

ରାଜ୍ୟରେ ଆହୁରି ୩ ଦିନ ବର୍ଷିବ

ଆସନ୍ତାକାଲିଠୁ ଏହି ଜିଲ୍ଲା ୪୧ ଘଣ୍ଟା ଶଟ୍‌ଡାଉନ୍

ଏଥର ଓଡ଼ିଶା ବାହାରେ ହେବ OJEE ପରୀକ୍ଷା କେନ୍ଦ୍ର

ଦିଲ୍ଲୀପ ବିଶୋୟୀ ହେବେ ରାଜ୍ୟ ସୂଚନା କମିଶନର!

ଯୁକ୍ତ ଦୁଇ ବିଜ୍ଞାନରେ ମୋଟ ୭ ପିଲା, ଜଣେ ଫର୍ମ ଫିଲପ୍ କରି ପରୀକ୍ଷା ଦେଲେନି-ଜିରୋ ରେଜଲ୍ଟ

ଆରୋଗ୍ୟ ହେଲେ ୧୪୨୨ କରୋନା ଆକ୍ରାନ୍ତ

ସ୍ୱତନ୍ତ୍ର ସଚିବ ଅଜୟ ଦାସଙ୍କୁ ଗିରଫ କଲା ଭିଜିଲାନ୍ସ