ଦେବଗଡ଼: ଟ୍ରକ୍-ବାଇକ ମୁହାଁମୁହିଁ, ଜଣେ ମୃତ

ଦେବଗଡ଼: ୪୯ ନମ୍ବର ଜାତୀୟ ରାଜପଥର ବଣିଆକିଲିଣ୍ଡା ନିକଟରେ ମାଲବାହୀ ଟ୍ରକ ସହିତ ବାଇକର ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ବାଇକ ଆରୋହୀର ମୃତ୍ୟୁ ଘଟିଛି। ଟ୍ରକଟି ଦେବଗଡ ପଟୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ମୋଟର ସାଇକେଲ ସହିତ ମୁହାଁମୁହିଁ ଧକା ହୋଇଥିଲା। ଫଳରେ ବାଇକ ଆରୋହୀ ଦେବଗଡ ହାତୀଶାଳ ସାହିର ସୁଧନ୍ୟ ରଣବିଡାର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟିବା ପରେ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତା କଡକୁ […]

dhana

Rakesh Mallick
  • Published: Saturday, 01 August 2015
  • , Updated: 01 August 2015, 04:49 PM IST

ଦେବଗଡ଼: ୪୯ ନମ୍ବର ଜାତୀୟ ରାଜପଥର ବଣିଆକିଲିଣ୍ଡା ନିକଟରେ ମାଲବାହୀ ଟ୍ରକ ସହିତ ବାଇକର ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ବାଇକ ଆରୋହୀର ମୃତ୍ୟୁ ଘଟିଛି। ଟ୍ରକଟି ଦେବଗଡ ପଟୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ମୋଟର ସାଇକେଲ ସହିତ ମୁହାଁମୁହିଁ ଧକା ହୋଇଥିଲା। ଫଳରେ ବାଇକ ଆରୋହୀ ଦେବଗଡ ହାତୀଶାଳ ସାହିର ସୁଧନ୍ୟ ରଣବିଡାର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟିବା ପରେ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଛି।

Related story