ନିୟମ ପ୍ରସ୍ତୁତ, ମାନିଲେ ଖୋଲିବ ମନ୍ଦିର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ମନ୍ଦିର ଖୋଲିବା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ଦେବୋତ୍ତର ବିଭାଗ ଅଧୀନରେ ଥିବା ୧୮ ହଜାର ମନ୍ଦିର ଖୋଲିବା ପାଇଁ ମୋଡାଲିଟି ଫିକ୍ସ କରି ରାଜ୍ୟ ସରକାରଙ୍କୁ ଦୋବତ୍ତର କମିଶନ ପ୍ରଦାନ କରିଛନ୍ତି। ଏଥିରେ ଦୋବତ୍ତର କମିଶନ ମନ୍ଦିର ଖୋଲିବା ନେଇ କିଛି ନିୟମ ନିର୍ଦ୍ଧାରଣ କରିଛନ୍ତି। କରୋନା କଟକଣା ମଧ୍ୟରେ ମନ୍ଦିର ଖୋଲିବା ପାଇଁ କୁହାଯାଇଛି। ସାମାଜିକ ଦୂରତା ରକ୍ଷା କରି ଭକ୍ତଙ୍କୁ ମନ୍ଦିର ଭିତରକୁ […]

Temple

Temple

Madhupriya Mistry
  • Published: Monday, 14 December 2020
  • Updated: 14 December 2020, 02:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ମନ୍ଦିର ଖୋଲିବା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ଦେବୋତ୍ତର ବିଭାଗ ଅଧୀନରେ ଥିବା ୧୮ ହଜାର ମନ୍ଦିର ଖୋଲିବା ପାଇଁ ମୋଡାଲିଟି ଫିକ୍ସ କରି ରାଜ୍ୟ ସରକାରଙ୍କୁ ଦୋବତ୍ତର କମିଶନ ପ୍ରଦାନ କରିଛନ୍ତି।

ଏଥିରେ ଦୋବତ୍ତର କମିଶନ ମନ୍ଦିର ଖୋଲିବା ନେଇ କିଛି ନିୟମ ନିର୍ଦ୍ଧାରଣ କରିଛନ୍ତି। କରୋନା କଟକଣା ମଧ୍ୟରେ ମନ୍ଦିର ଖୋଲିବା ପାଇଁ କୁହାଯାଇଛି। ସାମାଜିକ ଦୂରତା ରକ୍ଷା କରି ଭକ୍ତଙ୍କୁ ମନ୍ଦିର ଭିତରକୁ ଛଡାଯିବ। ମନ୍ଦିର ଦ୍ୱାର ସାନିଟାଇଜ ହେବ ଏବଂ ବାରମ୍ବାର ବିଶୋଧନ କରିବାକୁ ପ୍ରସ୍ତାବ ଦିଆଯାଇଛି। ଏଥିସହ ଏକକାଳନୀ ଭକ୍ତଙ୍କ ପ୍ରବେଶ ବାରଣ ରହିଛି। କେବଳ ଭକ୍ତମାନେ ଦର୍ଶନ କରିପାରିବେ। ବାଡ ପୂଜା କରିପାରିବେ ନାହିଁ। ଏଥିସହ ମନ୍ଦିରରେ ପ୍ରବେଶ ପୂର୍ବରୁ ମାସ୍କ ବାଧ୍ୟତାମୂଳକ କରାଯାଇଛି । ଏସବୁ କଟକଣା ମାନି ମନ୍ଦିର ଖୋଲାଯାଇପାରି ବୋଲି ରାଜ୍ୟ ସରକାରଙ୍କୁ ଦବୋତ୍ତର ବିଭାଗ ପ୍ରସ୍ତାବ ଦେଇଛି। କଟକଣା ନ ମାନିଲେ ମନ୍ଦିର ଖୋଲିବ ନାହିଁ। ଏନେଇ ଚୂଡାନ୍ତ ନିଷ୍ପତ୍ତି ସରକାର ନେବେ ବୋଲି କୁହାଯାଇଛି।

ସେପଟେ ଶ୍ରୀମନ୍ଦିର ଖୋଲିବା ନେଇ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ଖୋଲିବା ନେଇ ଦୁଇ ଦିନ ଭିତରେ ରାଜ୍ୟ ସରକାରଙ୍କୁ ସୁପାରିସ କରାଯାଇଛି। ସରକାର ଅନୁମତି ଦେଲା ପରେ ଶ୍ରୀମନ୍ଦିର ଖୋଲିଦିଆଯିବ। ପ୍ରଥେମ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ୨୨ରୁ ୨୪ ପୁରୀ ଜିଲ୍ଲାବାସୀଙ୍କ ପାଇଁ ଏବଂ ପରେ ଜାନୁଆରୀ ୩ରୁ ସର୍ବସାଧାରଣଙ୍କ ପାଇଁ ଅନୁମତି ମିଳିବ। ଦର୍ଶନ ସମୟରେ କୋଭିଡ୍‌ କଟକଣା ଜାରି ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story