ଡିସେମ୍ବର ୧ରୁ ଆରମ୍ଭ କୋଣାର୍କ ଫେଷ୍ଟିଭାଲ

କୋଣାର୍କ: ଆସନ୍ତା ଡିସେମ୍ବର ୧ରୁ  ଆରମ୍ଭ ହେବ କୋଣାର୍କ ଫେଷ୍ଟିଭାଲ। ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ ଏହି ଉତ୍ସବରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ କଳାକାରମାନେ ଯୋଗ ଦେବେ। ଏଥିରେ ଓଡ଼ିଶୀ, କୁଚିପୁଡ଼ି, ମୋହିନି ନାଟ୍ୟମ, ଭାରତ ନାଟ୍ୟମ,କଥକ ଓ ମଣିପୁରୀ ନୃତ୍ୟର ଝଲକ ଦେଖିବାକୁ ମିଳିବ। ଏହା ସହିତ ଅନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀର ବି ଆୟୋଜନ କରାଯାଉଛି। ଭୁବନେଶ୍ୱରରେ ଅୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂସ୍କୃତି ଓ  ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା […]

ashok_

Rakesh Mallick
  • Published: Tuesday, 29 November 2016
  • , Updated: 29 November 2016, 10:51 AM IST

କୋଣାର୍କ: ଆସନ୍ତା ଡିସେମ୍ବର ୧ରୁ  ଆରମ୍ଭ ହେବ କୋଣାର୍କ ଫେଷ୍ଟିଭାଲ। ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ ଏହି ଉତ୍ସବରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ କଳାକାରମାନେ ଯୋଗ ଦେବେ। ଏଥିରେ ଓଡ଼ିଶୀ, କୁଚିପୁଡ଼ି, ମୋହିନି ନାଟ୍ୟମ, ଭାରତ ନାଟ୍ୟମ,କଥକ ଓ ମଣିପୁରୀ ନୃତ୍ୟର ଝଲକ ଦେଖିବାକୁ ମିଳିବ। ଏହା ସହିତ ଅନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀର ବି ଆୟୋଜନ କରାଯାଉଛି। ଭୁବନେଶ୍ୱରରେ ଅୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂସ୍କୃତି ଓ  ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଏ ସଂପର୍କରେ ସୂଚନା ଦେଇଥିଲେ।

 

 

Related story