ଠକି ଦେଲା ମୌସୁମୀ !

ଭୁବନେଶ୍ୱର/ଭଦକ୍ର/ଯାଜପୁର/ସୋର(ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ ଓଡିଶାରେ ସ୍ୱାଭାବିକ ରହିବ ମୌସୁମୀ ବର୍ଷା । ଭାରତୀୟ ପାଣିପାଗ ବିଭାଗର ଏହି ଆକଳନ ଏବେ ଓଡିଶା ପାଁ ଭୁଲ ପ୍ରମାଣିତ ହେବା ଭଳି ଲାଗୁଛି।  ଜୁନ ଯାଇ ଜୁଲାଇ ଅଧା ହେଲେଣି ମାତ୍ର  ବର୍ଷାର ଦେଖା ନାହିଁ । ରାଜ୍ୟର ୧୭ ଜିଲ୍ଲାରେ ବର୍ଷାର ଅଭାବ ଚାଷୀ ମୁଣ୍ଡରେ ଚଡକ ପକାଇ ଥିବା ବେଳେ ଆଗକୁ ଏକ ସପ୍ତାହ ପାଇଁ ସେଭଳି ବଡ ବର୍ଷା ନଥିବା କହିଛି ଆଞ୍ଚଳିକ ପାଣିପାଗ ବିଭାଗ।  […]

Monsoon

Monsoon

Tapas Behera
  • Published: Sunday, 18 July 2021
  • Updated: 18 July 2021, 06:01 PM IST

Sports

Latest News

ଭୁବନେଶ୍ୱର/ଭଦକ୍ର/ଯାଜପୁର/ସୋର(ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ ଓଡିଶାରେ ସ୍ୱାଭାବିକ ରହିବ ମୌସୁମୀ ବର୍ଷା । ଭାରତୀୟ ପାଣିପାଗ ବିଭାଗର ଏହି ଆକଳନ ଏବେ ଓଡିଶା ପାଁ ଭୁଲ ପ୍ରମାଣିତ ହେବା ଭଳି ଲାଗୁଛି।  ଜୁନ ଯାଇ ଜୁଲାଇ ଅଧା ହେଲେଣି ମାତ୍ର  ବର୍ଷାର ଦେଖା ନାହିଁ । ରାଜ୍ୟର ୧୭ ଜିଲ୍ଲାରେ ବର୍ଷାର ଅଭାବ ଚାଷୀ ମୁଣ୍ଡରେ ଚଡକ ପକାଇ ଥିବା ବେଳେ ଆଗକୁ ଏକ ସପ୍ତାହ ପାଇଁ ସେଭଳି ବଡ ବର୍ଷା ନଥିବା କହିଛି ଆଞ୍ଚଳିକ ପାଣିପାଗ ବିଭାଗ।  ଜୁନ ମାସରେ ରାଜ୍ୟରେ  ୧୭ ପ୍ରତିଶତ କମ ବର୍ଷା ରେକର୍ଡ ହୋଇଥିବା ବେଳେ  ଜୁଲାଇରେ ୪୧ .୨  ପ୍ରତିଶତ ହୋଇଛି କମ ବର୍ଷା।  ଯାହା ପାଇଁ ଏବେ ଚିନ୍ତାରେ ଚାଷୀ କୂଳ।

ରାଜ୍ୟରେ ସବୁଠି ଗୋଟିଏ ଚିତ୍ର ।  ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ବର୍ଷାରୁତୁରେ ବର୍ଷାର ଅଭାବ । ଚାଷୀ ମୁଣ୍ଡରେ  ଚଡକ ପକାଇଛି  ନିଅଣ୍ଟିଆ ବର୍ଷା । ପୁଣି  କେନାଲରେ  ପାଣି ନଆସିବା  ଚିନ୍ତା ବଢାଇଛି । ଭଦ୍ରକ ଜିଲ୍ଲାରେ ୯୫ ପ୍ରତିଶତ ଜମିରେ ଧାନ ଚାଷ କରାଯାଏ । ମାତ୍ର  ବର୍ତ୍ତମାନ  ପରିସ୍ଥିତି ଏଭଳି ଯେ,  ଚାଷ ଜମିରେ ଧାନ ତଳି  ପକାଯାଇପାରୁ ନାହିଁ ଚାଷୀ। ଆଉ ଯେଉଁ  କିଛି ଜମିରେ ଧାନ ବୁଣା ଯାଇଛି ସେଠି ମଧ୍ୟ  ଜମି ଫାଟି ଆଁ କଲାଣି । ଆଉ କିଛି ସ୍ଥାନରେ ରୁଆ ହୋଇଥିବା ଜମିରେ  ଗୋରୁଗାଇ ଚରୁଥିବା ବେଳେ ଅନ୍ୟ କିଛି  ଜମିରେ ପମ୍ପ ଲଗାଯାଇ ପା ମଡାଯାଉଛି । ସେପଟେ  ଯାଜପୁରରେ  ଚଳିତ ବର୍ଷ  ୧ ଲକ୍ଷ ୧୦ ହଜାର ହେକ୍ଟର ଜମିରେ ଧାନ ଚାଷ  କରିବା ନେଇ କୃଷି  ବିଭାଗ ଲକ୍ଷ୍ୟ ରଖିଥିବା ବେଳେ  ବର୍ତ୍ତମାନ  ନିଅଣ୍ଟିଆ ବର୍ଷା କାଳ ସାଜିଛି  । ଯାଜପୁର ଜିଲ୍ଲା ପାଇଁ   ସେହି ସମାନ ପରିସ୍ଥିତି।  ବାଲେଶ୍ୱର ଜିଲ୍ଲାର ଖଇରା ବ୍ଲକର  ଅଧିକାଂଶ  ଅଋ୍ଚଳ  ଏହି ଜିଲ୍ଲାରେ ବର୍ତ୍ତମାନ ମରୁଡି ପରିସ୍ଥିତି ଉପୁଜିଛି।

ସେପଟେ ପାଣିପାଗ ବିଭାଗର ତଥ୍ୟ କହୁଛି ରାଜ୍ୟର  ଅଧାରୁ ଅଧିକ ଜିଲ୍ଲାରେ ହୋଇଛି ନିଅଣ୍ଟିଆ ବର୍ଷା ।  ୧ ଜୁନ୍ ରୁ  ୧୪ ଜୁଲାଇ ମଧ୍ୟରେ  ରାଜ୍ୟର  ୧୭ଟି ଜିଲ୍ଲାରେ ହୋଇଛି ସ୍ୱାଭାବିକ୍‌ଠାରୁ ୨୦  ପ୍ରତିଶତ କମ ବର୍ଷା  । ସେହି ଜିଲ୍ଲାଗୁଡିକ ହେଲା  ରାୟଗ଼ଡା, ଗଞ୍ଜାମ, ଗଜପତି, ୟାଜପୁର, ଭଦ୍ରକ, ଝାରସୁଗୁଡା, ସମ୍ବଲପୁର, ବାଲାଙ୍ଗୀର, ବୌଦ୍ଧ, ସୋନପୁର, କଳାହାଣ୍ଡି, ନବରଙ୍ଗପୁର, ଅନୁଗୁଳ, ଦେବଗଡ, କନ୍ଧମାଳ, ମୟୁରଭଞ୍ଜ ଏବଂ କେନ୍ଦୁଝର। ଯାହାକି ସ୍ୱାଭାବିକ୍‌ ବର୍ଷା ଠାରୁ ୨୦ ରୁ ୫୯ ପ୍ରତିଶତ  କମ ରହିଛି  ।  ତେବେ ଏହି ଜିଲ୍ଲା ଗୁଡିକରେ ମଧ୍ୟରୁ ଭଦ୍ରକରେ  ସର୍ବନିମ୍ନ ୫୪ ପ୍ରତିଶତ ,ଯାଜପୁରରେ ୪୮ ପ୍ରତିଶତ, କେନ୍ଦୁଝର ଓ ଗଜପତିରେ ୩୯ ପ୍ରତିଶତ, ବଲାଙ୍ଗୀରରେ  ୩୭ ପ୍ରତିଶତ, ସମ୍ବଲପୁରରେ ୩୨ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି  । ଆଗକୁ ମଧ୍ୟ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସେଭଳି କୌଣସି ବଡ ବର୍ଷାର ସମ୍ଭାବନା ନଥିବା ପାଣିପାଗ ବିଭାଗ ଆକଳନ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story