ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ପ୍ରସଙ୍ଗ: ଡିସେମ୍ବରରୁ ବଲାଙ୍ଗିର ପଟରୁ ଆରମ୍ଭ ହେବ ନିର୍ମାଣ କାର୍ଯ୍ୟ

ଭୁବନେଶ୍ୱର: ଆସନ୍ତା ଡିସେମ୍ୱରରୁ ବଲଙ୍ଗିରରୁ ପଟୁ ଆରମ୍ଭ ହେବ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ କାମ।  ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ଏହି କାମ ପାଇଁ ରାଜ୍ୟ ସରକାର ୧୦ କୋଟି ଟଙ୍କା ପ୍ରଦାନ କରିବେ। ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ନେଇ ଆଜି ଅନୁଷ୍ଠିତ ପ୍ରଥମ ଆପେକ୍ସ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଜମି ଅଧିଗ୍ରହଣ ସରିଥିବା ୧୯ କିଲୋମିଟର ଜମିରେ ରେଳପଥ ନିର୍ମାଣ କାମ ଆରମ୍ଭ କରାଯିବ। ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ୨୦୨୧ ସୁଦ୍ଧା ସାରିବାକୁ […]

ramesh-majhi

ramesh-majhi

Rakesh Mallick
  • Published: Wednesday, 16 September 2015
  • Updated: 16 September 2015, 07:58 AM IST

Sports

Latest News

ramesh-majhiଭୁବନେଶ୍ୱର: ଆସନ୍ତା ଡିସେମ୍ୱରରୁ ବଲଙ୍ଗିରରୁ ପଟୁ ଆରମ୍ଭ ହେବ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ କାମ।  ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ଏହି କାମ ପାଇଁ ରାଜ୍ୟ ସରକାର ୧୦ କୋଟି ଟଙ୍କା ପ୍ରଦାନ କରିବେ। ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ନେଇ ଆଜି ଅନୁଷ୍ଠିତ ପ୍ରଥମ ଆପେକ୍ସ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଜମି ଅଧିଗ୍ରହଣ ସରିଥିବା ୧୯ କିଲୋମିଟର ଜମିରେ ରେଳପଥ ନିର୍ମାଣ କାମ ଆରମ୍ଭ କରାଯିବ। ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ୨୦୨୧ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି। ବୈଠକ ପରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ରମେଶ ମାଝୀ ଏବଂ ଇଷ୍ଟକୋଷ୍ଟ ରେଳବାଇ ଜିଏମ୍ ରାଜୀବ ବିଷ୍ଣୋଇ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story